ଓଡିଶା ଖବର

ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭା ଯାତ୍ରା ଅଭିଯାନ । 

(AKN NEWS): ଆଗଲପୁର 14/8 ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇ ଥିଲା । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ନାଗରିକ ମାନଙ୍କ ଏକତା ,ଅଖଣ୍ଡତା ବଜାୟ ରଖିବା ପାଇଁ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇଛି । ବ୍ଲକ ଗୋଷ୍ଟି ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ନେତୃତ୍ତ୍ୟୁ ରେ ଉକ୍ତ କାର୍ଯ୍ୟ କ୍ରମ ଆୟୋଜିତ କରାଯାଇ ଥିଲା ।ଏହି ଅବସର ରେ ବ୍ଲକ ସମ୍ଭୁଖରୁ   ଡୁଡୁ କା ଗ୍ରାମ ର ହାଇ ସ୍କୁଲ ,ଏମ ଇ ସ୍କୁଲ୍ ର 200 ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିରାଟ ସାଇକଲ ଶୋଭାଯାତ୍ରା କରାଯାଇ ଥିଲା ।ଏହା ବ୍ଲକ ସମ୍ଭୂଖରୁ ବାହାରି ଡୁ ଡୁକ୍। ସ୍କୁଲ ଛକ , ୟୁ ପି ସ୍କୁଲ ଛକ ଦେଇ ବସ୍ତି ଭିତରେ ଥିବା ଜଗନ୍ନାଥ ମନ୍ଦିର ଦେଇ ଦୁଗ୍ଧ କେନ୍ଦ୍ର ଦେଇ ପୁଣି ବ୍ଲକ କୁ  ଫେରି ଆସିଥିଲେ ।ଏହି ଶୋଭାଯାତ୍ରା ଟି ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବି ଡି ଓ ମହାପାତ୍ର କୁଲଦୀପ ମହାନ୍ତି , ଆଗଲପୁର ମେଡିକାଲ ଅଧିକାରୀ ଡ୍ ଧୀରେନ୍ଦ୍ର ମେହେର , ଆଗଲପୁର ତହସିଲ ଦ।ର  ଚ ଏ ନୁ ଗଣ୍ଡ  ରାଲି ରେ ସାମିଲ ଥିଲେ ।ଏହି ରାଳି ରେ ପ୍ରତେକ୍ ଶାଇ କ ଲ ରେ ଜାତୀୟ ପତାକା ଓ ସ୍ଵାସ୍ଥ୍ୟ ସଚେତନ ଲେଖାଯାଇ ଥିବା ପ୍ଲା କାର୍ଡ ଲଗାଯାଇ ଥିଲା । ଏହି କାର୍ଯ୍ୟ କ୍ରମ ରେ ଜି ପି ଓ ସୌଭାଗ୍ୟ ପ ଧାନ , ଏସ ବି ଏମ୍ ଅଂଶୁମାନ ଗୁରୁ , ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର , ସହକାରୀ ଯନ୍ତ୍ରୀ ଟଙ୍କଧର କା ଲୋ , ଓଡ଼ିଶା ଜୀବିକା ମିଶନ ଅଧିକାରୀ ଜ୍ଞାନ ରଞ୍ଜନ ସ।, ବି ଏସ ଏସ ଓ ସୁଶାନ୍ତ ମହାକୁଡ଼ , ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧିକାରୀ , ବ୍ଲକ ର ଅନ୍ୟାନ୍ୟ କର୍ମ ଚାରି ସହିତ ବିଭିନ୍ନ ସ୍କୁଲ ଋ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।ଆଜିର କାର୍ଯ୍ୟ କ୍ରମ ରେ ପ୍ରବଳ ବର୍ଷା ହେଉ ଥିଲେ ହେଁ ଖାତିର ନ କରି ପ୍ରତେ କ ବିଭାଗ ର ଅଧିକାରୀ କର୍ମ୍ ଚାରି , ଅଣ  କର୍ମ୍ମ ଚାରି,ଅତିଥି , ଛାତ୍ର ଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ପୂର୍ଣ୍ଣ ଭାବେ ପାଳନ ଓ ସହଯୋଗ କରିଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!