ଓଡିଶା ଖବର

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ sc st ଆନ୍ଦୋଳନ ୧୨ ଘଣ୍ଟା ପାଇଁରାସ୍ତା ଅବରୋଧ  

(AKN NEWS): sc st ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ତାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ଅସାମ୍ବିଧାନିକ ମୂଳ ସବିଧାନର article-୩୪୧ଏବଂ article-୩୪୨, sc stକୁ ବିରୁଦ୍ଧାଚରଣ କରୁଅଛି ।ଯାହାଦ୍ୱାରା sc st ସଂରକ୍ଷଣ ଉପରେ ବର୍ଗିକରଣ ଏବଂ କ୍ରିମିଲେୟର କୁ ପାର୍ଲିଆମେଣ୍ଟ ଓ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ ।କିନ୍ତୁ୧/୮/୨୦୨୪ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ଵାରା ଏକତରଫା ଭାବେ ରିଜର୍ଭଭେସନ ଭିତରେ ରିଜର୍ଭଭେସନ ଏବଂ ବର୍ଗିକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଯାହାକି ମୂଳ ସମ୍ବିଧାନର ଜନକ ବାବା ସାହେବ ଅପମାନ ସହିତ ଅନୁସୂଚିତ ଜାତି ଓ ଜନଜାତି ସମାଜର ଏକତାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।ଯାହା ଫଳରେ sc stଙ୍କର ରିଜର୍ଭଭେସନକୁ ଗୋଟିଏ ପିଢୀରେ ସୀମିତ ରଖାଯାଇ ବନ୍ଦ ପରୋକ୍ଷ ଭାବେ କରିବାର ଷଡଯନ୍ତ୍ର ରହିଛି ବୋଲି ଆଜି ଜୟପାଟଣା ଅଞ୍ଚଳରବୁଦ୍ଧିଜୀବୀ,ମହିଳା, ଛାତ୍ରଛାତ୍ରୀ ଭାଇ ଭଉଣୀ ନିଜ ହକ ଅଧିକାରକୁ ବଞ୍ଚାଇବା ପାଇଁ ସରକାର ଓ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଆଗେଇ ଆସି ଜୟପାଟଣା ବ୍ଲକର ଅନେକ ସ୍ଥାନରେ ସେହିପରି ମୋଟେର, 26ନମ୍ବରରାଜପଥ ରାସ୍ତା ମୁଖୀଗୁଡା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

Sc st ନ୍ୟାର୍ଯ୍ୟ ଦାବି ପୂରଣ ଆଗାମୀ ଦିନରେ ହେବ ନାହିଁ ତାହେଲେ ରାଜ ରାସ୍ତାରେ ଓଲ୍ଲେଇବା ପାଇଁ ମତ ପ୍ରକାଶ କରିଛନ୍ତ.

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!