ଓଡିଶା ଖବର

ବିଜେଡି ର ପ୍ରଥମିକ ସଦସ୍ୟ ରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ I 

ନର୍ଲା/06/09/24(AKN NEWS):ବିଜେଡି ରୁ ଇସ୍ତପା ଦେଇ ଭାରତୀୟ ଜନତା ପାର୍ଟି (ଭାଜପା )ରେ ଯୋଗଦାନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ I

ନୂଆ ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟlଳୟ ଠାରେ ବହୁ ବରିଷ୍ଠ କର୍ମକର୍ତ୍ତା ଙ୍କ ଉପସ୍ଥିତ ରେ ଯୋଗଦାନ କରିଛନ୍ତି l ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାଜପା କୁ କିପରି ଆହୁରି ସୁଦୃଢ କରିବାପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବି ଓ ଭାରତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଜୀ ଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାଜପା ରେ ଯୋଗ ଦାନ କରିଥିବା ସେ କହିଛନ୍ତି l

ସେ ଆହୁରି ମଧ୍ୟ କହିଛନ୍ତି ଯେ,ମୋ ପାଇଁ ଦେଶ ସର୍ବୋପରି l ମୋ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବି

ବିଷ୍ଣ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!