ଫସଲ ର ବିବିଧି କରଣ କାର୍ଯ୍ୟକ୍ରମ ଉପରେ ପାଥପ୍ରାନ୍ତ ପ୍ରଦର୍ଶନ ଦ୍ୱାରା ଗୋଷ୍ଟି ସଚେତନତା

(AKN NEWS): 4.10.24 ରିଖ ରେ ଆଗଲପୁର ବ୍ଲକ ର କୃଷି. ସୂଚନା ପରାମର୍ଶ ଜେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ତରଫରୁ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଜରିଆରେ ଫସଲ ଵିବିଧିକରଣ କାର୍ଯ୍ୟକ୍ରମ ପଥପ୍ରାନ୍ତ ପ୍ରଦର୍ଶନ ଦ୍ୱାରା ଗୋଷ୍ଟି ସଚେତନ ସଂଦୃତିକ ଦଳ ସଂଚାର ର ଶୁଭାରମ୍ଭା ହୋଇଯାଇଛି.
ଏହି କାର୍ଯ୍ୟକ୍ରମ କୁ ବ୍ଲକ କୃଷି ଅଧିକାରୀ ଶ୍ରୀ ଆଶିଷ କୁମାର ପାଣିଗ୍ରାହୀ ପତାକା ଦେଖାଇ ଉତଘାଟନ କରିଥିଲେ.
ଖରିଫ ଋତୁ ଉପର ଓ ମାଧ୍ୟମ ଜମି ର ଧାନ ଅଂଚଳ କୁ ଅଣଧାନ ଫସଲ ରେ ବିବିଧତା ଆଣିବା ପାଇଁ ଡାଲି ଓ ତୈଳବୀଜ ଏବଂ ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ଦେବା. ମୃତିକା ସ୍ୱାସ୍ଥ୍ୟ ରେ ଉନ୍ନତି ଆଣିବା ଓ ଚିରନ୍ତର ଫସଲ ପ୍ରଣାଳୀ ଏବଂ ବିବିଧତା ବିଷୟରେ କୃଷକ ମାନଂକୁ ସଚେତନତା. ଦକ୍ଷତା ବୃଦ୍ଧି ସଂଚାର ସାସୃତିକ ମାଧ୍ୟମ ରେ ସଚେତନ କରାଗଲା.
ବାଞ୍ଛାବଟ ନାଇକ. ସୁଦାମ ବିଶି. ଉମା ଜୁଏଡ଼ ସଂଚାର ପରିଚାଳନା କରିଥିଲେ ବେଳେ VAW ନୀଳମଣି ସାହୁ. ବସନ୍ତ ମାଝୀ ସତ୍ୟବ୍ରତ ମଲ୍ଲିକ ମନୋଜ ପଧାନ. ପ୍ରଶାନ୍ତ କୁଅଁର ଅଚ୍ୟୁତ ବାଗ ଅନିଲ ପଧାନ ଉପସ୍ଥିତ ଥିଲେ.
ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


