ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ବାର କାଉନସିଲ ପକ୍ଷରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ 

କଳାହାଣ୍ଡି, ୨୭/୧୨(ଜଗନ୍ନାଥ ନାଏକ, ଏକେଏନ୍ ନ୍ୟୁଜ) :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଖେଳପଡିଆ ଠାରେ ଜିଲ୍ଲା ବାର କାଉନସିଲ ପକ୍ଷରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଏହି ମ୍ୟାଚ୍ ର ତୃତୀୟ ଦିନରେ ମ.ରାମପୁର ଓ ଭବାନୀପାଟଣା ବାର କାଉନସିଲ ବି, ଦଳ ମଧ୍ୟ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା ମଦନପୁର ରାମପୁର ପକ୍ଷରୁ ଅଧିନାୟକ ଭାବେ ଜୟ କୁମାର ସିଂଦେଓ ପ୍ରଥମେ ତାଙ୍କ ଦଳ ବ୍ୟାଟିଂ କରିଥିଲା ଖେଳ ପଡିଆ ଠାରେ କ୍ରିକେଟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକ ର ପରିସ୍ଥିତି ରେ ଖେଳ ଟି ସମାପ୍ତ ହୋଇଥିଲା ଏବଂ ଉଭୟ ଦଳ ଅତ୍ୟନ୍ତ ଭାବାପୂର୍ଣ୍ଣ ଭାବରେ ମ୍ୟାଚ୍ ଖେଳିଥିଲେ ମ୍ୟାଚ୍ ରେ ଭବାନୀପାଟଣା B ଦଳର ଶ୍ରୀଯୁକ୍ତ ଜୟ ବହିଦାର ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଚାମ୍ପିଅନ କପ୍ ଆଜିର ମୁଖ୍ୟ ଅତିଥି ବରିଷ୍ଠ ଆଇନ ଜିବୀ ଜଗନ୍ନାଥ ମୁଣ୍ଡ ପ୍ରଦାନ କରିଥିବା ବେଳେ ମ.ରାମପୁର ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!