ଓଡିଶା ଖବର

ଘଟିଛି ଅଭାବନୀୟ ଘଟଣା ଜଣେ ଲୋକ ତା ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା

(AKN NEWS): ଘଟିଛି ଅଭାବନୀୟ ଘଟଣା ଜଣେ ଲୋକ ତା ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା ସୂଚନାରୁ ଜଣା ପଡିଛିଯେ ଜଣେ ଲୋକ ନବରଙ୍ଗପୁର ଜିଲ୍ଲା ବୋଳି ଜଣା ପଡ଼ିଛି। ମୃତ ବ୍ୟକ୍ତି ହେଇଛନ୍ତି ବିଷ୍ଣୁ ମାଝୀ ବୟସ ୩୦ ବର୍ଷ. ହେବ ତାଙ୍କ ପିତା ମଧୁ ମାଝୀ ଗ୍ରାମ ପୋଷ୍ଟ ମୁର୍ତୂମା ଥାନା ଉମରକୋଟ ଜିଲ୍ଲା ନବରଙ୍ଗପୁରର ବାସିନ୍ଦା ବୋଳି ଜଣା ପଡ଼ିଛି। କଳାହାଣ୍ଡି ଜିଲ୍ଲା କଲମପୁର ଥାନା କୁଟ୍ରୁଫାଣ୍ଡି ଅନ୍ତର୍ଗତ ବିଜମରା ପଞ୍ଚାୟତ ଅଧିନସ୍ଥ ଦୁଲକିବନ୍ଧ ଡାକୁଲପଡ଼ା ପାଖ ଏକ ଜଙ୍ଗଲ ପାଖରେ ଆତ୍ମହତ୍ୟା ନା ହତ୍ୟା କରି ଥିବାର ଦେଖିବାକୁ ମିଳିଛି।ଏକ ଆମ୍ବ ତୋଟାରେ ବେକ ରେ ଗାମୁଛା ଲଗେଇ ଝୁଲନ୍ତା ଦେଖିବାକୁ ମିଳିଛି ମୃତହୋଇଥିବା ଲୋକ ଜଗୁଆଳ ଭାବରେ କାମ କରୁ ଥିଲେ। ମୃତ ବ୍ୟକ୍ତିଙ୍କ ସହିତ ରହୁ ଥିବା ଲୋକ ମାନେ କହିବା ଅନୁଯାୟୀ ସେ ରାତିରେ ସ୍ବଚ୍ଛ କରିବାକୁ କହି ସେ ନିଜ ବଶାରୁ ବାହାରି ଥିଲେ କୀନ୍ତୁ ସେ ରାତ୍ରରେ ନିଜ ବସାକୁ ଫେରି ନ ଥିଲେ ଆଜି ସକାଳୁ ଖୋଜା ଖୋଜି କରି ଥିବାରୁ ଏକ ଗଛ ପାଖରେ ଏକ ଗାମୁଛା ରେ ମିଜ ବେକରେ ବାନ୍ଧି ଆତ୍ମାହତ୍ୟା କରି ଥିବାର ଦେଖିବାକୁ ମିଳିଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେଲୋକ କେଉଁ କାରଣ ରୁ ଆତ୍ମହତ୍ୟା କଲା ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କଲାପରେ ଜଣା ପଡିବ

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧର ବିହାରୀ ଙ୍କ ରିପୋଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!