ଓଡିଶା ଖବର

ଜମ୍ମୁ କାଶ୍ମୀର ର ରେଆସି ରେ ହିନ୍ଦୁ ଶ୍ରଦ୍ଦାଳୁ ମାନଙ୍କ ଉପରେ ହୋଇଥିବା ଇସଲାମିକ ଜିହାଦ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,(AKN NEWS) :ଜମ୍ମୁ କାଶ୍ମୀର ର ରେଆସି ରେ ହିନ୍ଦୁ ଶ୍ରଦ୍ଦାଳୁ ମାନଙ୍କ ଉପରେ ହୋଇଥିବା ଇସଲାମିକ ଜିହାଦ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂଯୋଜକ ରୋମାଞ୍ଚଲ ଯୋଶୀ ଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମନ୍ତ ପଟେଲ, ନଗର ସଂଯୋଜକ ଅନିଲ ସାହୁ, ଭରତ ଭୂଷଣ ମହାନ୍ତି, ପ୍ରମୋଦ ଭାଇ ତଥା ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!