ଜିଲ୍ଲା ଡମ୍ ସଂଗଠନ କୋରାପୁଟ ଧରମ ଦିଆଲ ଭେଟଘାଟ ୨୦୨୪ ବୋରିଗୁମ୍ମା ଜୋନ ଅଫିସ ।

ବୋରିଗୁମ୍ମା (AKN NEWS): ଆଜି ତା ୨୯/୧୦/୨୦୨୪ ମଙ୍ଗଳ ବାର ଦିବା 12 ଘଣ୍ଟିକା ସମୟରେ ବୋରିଗୁମ୍ମା ଜନ୍ ଅଫିସ୍ ଅନୁକୁଲ୍ୟ ରେ ଧରମ୍ ଦିଅଲ୍ ଭେଟ୍ ଘାଟ ୨୦୨୪ ପରବ ପାଳନ ନିମନ୍ତେ ବୈଠକ ।ସଭା ପତି ଶ୍ରୀ ରେଶମ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଜୋନ୍ ନିରୀକ୍ଷକ ଶ୍ରୀ ହରିହର ହରିଜନ, ଅଧକ୍ଷତାରେ ବୋରିଗୁମ୍ମା ପଞ୍ଚାୟତ ସଭାପତି ଶ୍ରୀ ସନସାୟ ନାୟକ, ସଂପାଦକ ଶ୍ରୀ ଭାସ୍କର ଗଣ୍ଡା, କଷାଧ୍ୟକ୍ଷ ସୁଶୀଲ ନାୟକ ଙ୍କ ତତ୍ତ୍ଵା ବଧାନରେ ବୋରିଗୁମ୍ମା ଜୋନ୍ ଅଫିସ୍ ର ପ୍ରତ୍ୟେକ ପଞ୍ଚାୟତ ର ବିରିଷ୍ଟ କର୍ମ କର୍ତ୍ତା ଯଥା ଗପି ହରିଜନ, ଡମୁ ହରିଜନ, ଘାସି ହରିଜନ, ଶଙ୍କର ହରିଜନ,ପୂର୍ଣ୍ଣ, ପର୍ଶୁରାମ, ନୀଳାମ୍ବର , ହିରନ୍, ପୂର୍ବ , ଗଙ୍ଗାଧର, ମୁଦିଆ, କେଦାର ,ଧନସିଂ, ତିଲଧର ଙ୍କ ଉପସ୍ଥିତିରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଧରମ୍ ଦିଆଲ ପାଳନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ କର୍ମ କର୍ତ୍ତାଙ୍କ ମତ ଅନୁଯାୟୀ ବୈଠକରେ ଆଲେଚନା କରାଯାଇଥିଲା। ଉକ୍ତ ବୈଠକରେ ସମ୍ବାରୁ ହରିଜନଙ୍କୁ ୧୦ଟି ପଂଚାୟତ ର ଦାୟିତ୍ଵ ଦିଆଗଲା। ସେହିଭଳି ଡମୁ ହରିଜନ ଙ୍କୁ ୪ଟି ପଞ୍ଚାୟତ ,ଗପି ହରିଜନଙ୍କୁ ୨ଟି ପଞ୍ଚାୟତ, ଘାସି ହରିଜନ ଙ୍କୁ ୨ଟି ପଂଚାୟତ ,ମଧୁ ହରିଜନ ଓ ଲାଇବାନ ହରିଜନଙ୍କୁ ନୂଆଁ ଗାଁ ପଞ୍ଚାୟତ , ପର୍ଶୁରାମ, ନିରଞ୍ଜନ, ମୁନା ଆଁଉଳି ପଞ୍ଚାୟତ, ଲକ୍ଷ୍ମଣ ଙ୍କୁ ପଣ୍ଡସ ଗୁଡା, ଦଶରଥ, କେମସର୍, ଜାମ୍ମୁ (ଡୁରୁ) ଙ୍କୁ ଡେଙ୍ଗପଦର , ସନସାୟ , ଭାସ୍କକର , ସୁଶିଲଙ୍କୁ ସର୍ବ ସମ୍ମତି କ୍ରମେ ପଞ୍ଚାୟତ ର ଦାୟିତ୍ଵ ଦିଅଗଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


