ନୂତନ ରେଞ୍ଜ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ,ସଇଁନ୍ତଲା

(AKN NEWS):ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ସଇଁନ୍ତଳା କେନ୍ଦୁପତ୍ର ରେଞ୍ଜ ରେ ନୂତନ ଭାବେ ରେଞ୍ଜ ଦାୟିତ୍ବ ଗ୍ରହଣ କରିଥିବା ରେଞ୍ଜ ଅଧିକାରୀ ହେମସାଗାର ସାହୁ ଙ୍କୁ ଆଜି ସଇଁନ୍ତଳା ରେଞ୍ଜ ତରଫରୁ କେନ୍ଦୁପତ୍ର ପତ୍ର ରେଞ୍ଜ ସଭାପତି ପ୍ରଶାନ୍ତ କୁମାର ମେହେର ଙ୍କ ତତ୍ତ୍ଵାବଧାନ ସମସ୍ତ ସିଜିନାଳ କର୍ମଚାରୀ ଓ ଅଫିସ କର୍ମଚାରୀ ଶ୍ରୀ ସାହୁ ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ,ଶ୍ରୀ ସାହୁ ଜଣେ ସଚ୍ଚୋଟ ଫରେଷ୍ଟର ଥିବା ବେଲେ ସମସ୍ତ କର୍ମଚାରୀଙ୍କ ସହ ଭଳ ସମ୍ପର୍କ ଥିବା ସହ ଅଞ୍ଚଳ ରେ ବେସ ପରିଚିତ ଥିବା ଦେଖିବାକୁ ମିଳିଛି, ଉକ୍ତ କାର୍ଯ୍ୟକ୍ରମ ରେ ସର୍କଲ ଚେକର ଅଶୋକ କୁମାର ଶଡଙ୍ଗୀ, ରେଞ୍ଜ ସଭାପତି ପ୍ରଶାନ୍ତ କୁମାର ମେହେର, ବାଇଣ୍ଡିଙ୍ଗ ଚେକର ସନ୍ତୋଷ ଦାସ, ଆଦିକନ୍ଦ ଭୋଇ, ଟିକେଶ୍ବର ଭୋଇ, ଜଳନ୍ଧର ଦାଶ, ଟଙ୍କଧର ରଣା, ହରି ସାହୁ, ବେନଜାବି ନନ୍ଦ, ଶେମ କୁମାର ବାଗ ,ମାଧବ ସାହୁ, ହିମାଂସୁ ପାତ୍ର, ଗୋପିନାଥ ବୈଠାରୁ, ଗଣ୍ଡାରମ ପଧାନ ,ପୁରୋହିତ ସାହୁ ଓ ସମସ୍ତ ସିଜିନାଳ କର୍ମଚାରୀ ଉପସ୍ଥିତ ଥିଲେ |
ବଲାଙ୍ଗୀର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


