ଓଡିଶା ଖବର

ପ୍ରଜ୍ଞାଦୀପ

(AKN NEWS): ମନେଅଛିନା ପ୍ରଜ୍ଞା ସେଦିନ ଦୀପାବଳି ପାଇଁ ତୁମେ ଛୁଟିରେ ଘରକୁ ଯିବାକୁ ବାହାରିଲ। ମୁଁ ତୁମକୁ ବହୁତ ବୁଝେଇଲି। ପ୍ଲିଜ୍ ପ୍ରଜ୍ଞା,ମତ୍ ଯାଓ,ତୁହ୍ମାରୀ ବଗର ମେ କୈସେ ଜୀଉଁଗା। ତୁମେ କହିଲ ଦୋ ଦିନ କି ତୋ ବାତ୍ ହୈ। ଇତନା ଉତାବଲା କ୍ୟୁଁ ରହେ ହୋ ? ମାନ ଯାଓନା ପ୍ୟାରେ। ତୁମର ଏହି କଥା ପଦକ ଶୁଣି ମୁଁ ନିରବ ରହିଗଲି। ତାପରେ ତୁମେ କଣ ଭାବିଲ କେଜାଣି ମୋତେ ତୁମ ସହିତ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ କହିଲ। ମୁଁ କିଛି ନକହି ମଉନେ ସମ୍ମତି ଲକ୍ଷଣଂ ଭଳି ତୁମ ସହିତ ଷ୍ଟେସନ ପର୍ଯ୍ୟନ୍ତ ଯିବାକୁ ମନେ ମନେ ଚିନ୍ତା କଲି। ତୁମେ କ୍ୟାରୀ ବ୍ୟାଗ ଖୋଲିଲ ଆଉ ତୁମ ଭ୍ୟାନିଟିରୁ ରାଭାଲଗନର କିଛି କ୍ୟାଣ୍ଡି ମୋ ହାତକୁ ବଢେଇ ଦେଇ କହିଲ ଟାଇମ୍ ପାଶ କେଲିଏ ୟେ ମେରୀ ତରଫ୍ ସେ । ମୁଁ ତାକୁ ଉପର ସାର୍ଟ ପକେଟରେ ରଖିଦେଲି। ତୁମେ ମୋ ପକେଟରୁ ସେ କ୍ୟାଣ୍ଡି ଖୋଲି ନିଜ ଦାନ୍ତରେ ଚିରି ମୋତେ ସେ ଚକୋଲେଟ୍ ଖୁଆଉଥିବାବେଳେ ସୁପର୍ଣ୍ଣା ପଛରୁ ଡାକିଲା। ଦିଦି ଆପ୍ ଘର ଜାଓଗୀ କ୍ୟା ? ତୁମେ କହିଲ ହାଁ, ସେ କହିଲା ଥୋଡା ଇନ୍ତେଜାର କରୋ ମେ ଅଭି ଆୟୀ। ସେ ସଙ୍ଗେ ସଙ୍ଗେ ତା କ୍ୟାରୀ ବ୍ୟାଗ ଓ ଭେନିଟି ଧରି ସ୍ନାକ୍ସ ମେସରୁ ଆମ ଆଡକୁ ଆସୁଥିଲା। ମୋ ନଜର ସୁପର୍ଣ୍ଣା ଉପରେ ପଡିଲା। ସୁପର୍ଣ୍ଣା ସେତେବେଳେ ୟୁ.ଜିର ଫାଇନାଲ ଇଅର ଇଂରାଜୀ ଅନର୍ସର ଛାତ୍ରୀ ଥିଲା। ଦେଖିବାକୁ ଖୁବ୍ ସୁନ୍ଦର। ଗୋଟିଏ ଚାଉଳରେ ଗଢା। ବାଟରେ ଯାଉଥିବା ଲୋକ କେବେ ସୁପର୍ଣ୍ଣାକୁ ନଦେଖି ଆଖି ଫେରେଇ ପାରିବ ନାହିଁ। ସୁପର୍ଣ୍ଣା ମାଲିକ୍ ଥରେ ସେ ଆମ ପିଜିର ଫାଇନାଲ ଇଅର ପିକନିକ୍ ରେ ଆମ ସହିତ ପଞ୍ଚଲିଙ୍ଗେଶ୍ବର ବୁଲିବାକୁ ଯାଇଥିଲା। ମୋ ସାଙ୍ଗ ବିଭୁ ତାକୁ ଦେଖିଲେ ବାଇଆ ହୋଇଯାଉଥିଲା। ସବୁବେଳେ ମୋତେ କହେ ପଣ୍ଡା ଦେଖିଲୁ ଦେଖିଲୁ ସୁପର୍ଣ୍ଣା କେମିତି ଜଳୁଛି। ବାସ୍ତବିକ ସୁପର୍ଣ୍ଣା ସେମିତି ଗଢଣର ଝିଅଟିଏ ଥିଲା। ସ୍ବର୍ଗର ଅପସରୀ ମାନେ ବି ତା ଆଗରେ ଫେଲ୍ ମାରିଯିବେ। ଏମିତିକି ଉର୍ବଶୀ ମଧ୍ୟ ତା ପାସଙ୍ଗ ପଡିବନି। ମୋ ନଜର ସୂପର୍ଣ୍ଣା ଉପରେ ଥିବା ସମୟରେ ତୁମେ ହଠାତ୍ ତୁମ ଭ୍ୟାନିଟିକୁ ମୋ ହାତକୁ ବଢାଇ ମୋତେ ପ୍ରକୃତିସ୍ଥ କଲ। ମୁଁ ତା ପାଖରୁ ଆଖି ଫେରେଇ ଆଣିବା ପରେ ତୁମ ମୁହଁକୁ ଚାହିଁଲି। ଲାଗିଲା ତୁମେ ଯେମିତି ମୋ ଉପରେ ରାଗିକି ଲାଲ। ମୁଁ ତୁମକୁ ଚିଡେଇବା ବାହାନାରେ କହିଲି। ଆଚ୍ଛା ପ୍ରଜ୍ଞା ତୁମ ବଙ୍ଗାଳି ଝିଅମାନେ କଣ ଖାଆନ୍ତି କି ? ତୁମେ କହିଲ କ୍ୟୁଁ କ୍ୟା ହୁଆ। ୟେ କୋଇ ପୁଚନେ କି ତରିକା ହୈ ? ମୁଁ କହିଲି ନାଇଁମ। ଏ ସୁପର୍ଣ୍ଣା ଏତେ ସୁନ୍ଦରୀ କେମିତି ହେଲା ? ତୁମେ ରାଗମିଶା ଅଭିମାନରେ କହିଲ ତୋ ଯାଓନା ସୁପର୍ଣ୍ଣା କେ ପାଶ୍। ସୁପର୍ଣ୍ଣା ସେତେବେଳେ ଆମ ପାଖରେ ବ୍ୟାଗ ଧରି ପହଞ୍ଚି ଯାଇଥିଲା। ସେ ଆମ କଥାକୁ ଶୁଣି ପଚାରିଲା। ଦିଦି କୌନ କିସକେ ପାଶ୍ ଯା ରହା ହେ ? ମୁଁ କହିଲି ନେହିଁ ନେହିଁ କୁଚ୍ଛ ନେହିଁ। ଆଚ୍ଛା ସୁପର୍ଣ୍ଣା ତୁମ ବି ବାଡି ଯାଓଗୀ କ୍ୟା । ସୁପର୍ଣ୍ଣା କହିଲା ଜୀ ଭେୟା। ପ୍ରଜ୍ଞା ଆଉ ସୁପର୍ଣ୍ଣାଙ୍କ ଘର ଖଡଗପୁରରେ। ପ୍ରଜ୍ଞା ଖଗଡପୁରରେ ରହୁଥିବା ବେଳେ ସୁପର୍ଣ୍ଣା ବାଇଶ କିଲୋମିଟର ଦୂର ତା ଗାଁରେ ରହେ। ଯଦିଓ ତା ଗାଁ ନାଁଟା ମୋର ମନେ ନାହିଁ। ଦିଦି ଭେୟା ଭି ହମାରେ ସାଥ ଷ୍ଟେସନ ଯାଏଁଗି କ୍ୟା। ପ୍ରଜ୍ଞା ମୁଣ୍ଡ ହଲେଇ ସମ୍ମତି ପ୍ରକାଶ କଲେ। ଆମେ ତିନିଜଣ କଲେଜ କ୍ୟାମ୍ପସରୁ କଲେଜ ଗେଟ୍ ପାଖକୁ ଆସି ଅଟୋ ଧରିଲୁ। ସିଧା ଯାଇ ଷ୍ଟେସନରେ ପହଞ୍ଚିଗଲୁ। ଅଟୋ ଭିତରେ କେବଳ ପ୍ରଜ୍ଞା ଆଉ ସୁପର୍ଣ୍ଣାର କଥାବାର୍ତ୍ତା ଚାଲିଥାଏ। ମୁଁ ଆଗ ସିଟରେ ଅଟୋ ଡ୍ରାଇଭର ପାଖରେ ବସିଥାଏ। ଅଟୋ ମିରରରେ ପ୍ରଜ୍ଞାକୁ ଦେଖୁଥାଏ। ପ୍ରଜ୍ଞାର ସନ୍ଦେହୀ ଆଖିଟା ବି ମୁଁ ମିରରରେ କାହାକୁ ଦେଖୁଛି କି ନାହିଁ ବୋଲି ମିରରକୁ ଏକଲୟରେ ଚାହିଁଥାଏ। ସୁପର୍ଣ୍ଣା ସହିତ କଥା ହେଉଥାଏ ସତ। କିନ୍ତୁ ନଜର ଥାଏ ମୋ ଉପରେ। ସେ ପର୍ଯ୍ୟନ୍ତ ସେ ସ୍ବାଭାବିକ ହୋଇପାରୁନଥିଲା। ଷ୍ଟେସନରେ ପହଞ୍ଚି ମୁଁ ପ୍ରଜ୍ଞାର କ୍ୟାରୀ ବ୍ୟାଗ ଧରି ଓଭର ବ୍ରିଜ କ୍ରସ କରି ଦୁଇ ନମ୍ବର ପ୍ଲାଟଫର୍ମକୁ ଯାଉଥାଏ। ଏପଟେ ସୁପର୍ଣ୍ଣା ଟିକେଟ କାଉଣ୍ଟରକୁ ଯାଇ ଖଡଗପୁର ପାଇଁ ଦୁଇଟି ଟିକେଟ୍ କରିଆଣିଲା। ମୁଁ ଆଗ ଯାଇ ଦୁଇନମ୍ବର ପ୍ଲାଟଫର୍ମରେ କ୍ୟାରୀ ବ୍ୟାଗ ରଖିଦେଇ ପ୍ରଜ୍ଞା ଆଉ ସୁପର୍ଣ୍ଣାର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲି। ଦଶ ମିନିଟ୍ ପରେ ସେ ଦୁହେଁ ମୋ ପାଖରେ ପହଞ୍ଚିଗଲେ। ପ୍ରଜ୍ଞା ମୋତେ କିଛି କହିବେ କହିବେ ହେଉଥାଆନ୍ତି। ମୁଁ ବ୍ୟାଗକୁ ସୁପର୍ଣ୍ଣା ଜିମାରେ ଦେଇ ପ୍ରଜ୍ଞା ପାଖକୁ ଗଲି। ଟ୍ରେନ ଆସିବାକୁ ଦଶ ମିନିଟ୍ ବାକିଥାଏ। ସିଗନାଲ ହୋଇ ଯାଇଥାଏ। ଦେଖୋ ଶ୍ରୀ, ମେଁ ତୁହ୍ମାରୀ ଜିନ୍ଦେଗୀ ମେ ଆ ଚୁକି ହୁଁ। ତୁହ୍ମାରୀ ନଜର କିସି ଔର ସେ ହୋ ମେ ଥୋଡା ଗିଲ୍ଟି ଫିଲ କର ରହି ହୁଁ। ଆରେ ହେ ପ୍ରଜ୍ଞା,ତୁମେ ଏହି ଛୋଟ ଛୋଟ କଥାରେ କାହିଁକି ଏତେ ସିରିଏସ୍ ହେଉଛ ଶୁଣେ ତ । ତୁମ ବିନା ମୋ ଜୀବନକୁ ଆଗରୁ ଜଣେ ଆସିଥିଲା। ତୁମକୁ ଟିକିଏ ବି ଲୁଚାଇ ନାହିଁ। ସବୁ ସତ କଥା ତୁମକୁ ଖୋଲି କହିସାରିଛି। ସେ ଏବେ ଆଉ କାହାର ସ୍ତ୍ରୀ ହୋଇସାରିଛି। ଇସଲିଏ ତୋ ତୁହ୍ମାରୀ ସଚ୍ଚ ଔର ଷ୍ଟ୍ରେଟ୍ ଫରୱାଡନେସ ମୁଝେ ଅଚ୍ଛି ଲଗୀ । ଉସ ଦିନସେ ତୁମକୋ ମନ ହି ମନ ପୂଜତି ହୁଁ, ଚାହାତି ହୁଁ। ଅଗର ଜୀନ୍ଦେଗୀ ମେ ଶାଦୀ ହୋ ତୋ ତୁହ୍ମାରୀ ସାଥ୍ ହୋ, ନେହିଁ ତୋ କୁୱାଁରୀ ରେହ ଯାଉଁଗୀ। ଆରେ ଛୋଡୋନା ୟେ ସବ୍ ବାତ। ତୁମ କବ ଆଓଗୀ ବତାଓ। ତୁମ ଦୋ ଦିନ କେଲିଏ ଯା ରହୀ ହୋ ଲେକିନ ମୁଝେ ଦୋ ସାଲ ଜୈସା ଲଗତା ହୈ।

ତୁମେ ସେଦିନ କହିଥିଲ। ମୁଝକୋ ଚାହତେ ହୋ। ମେନେ କାହା ହାଁ, ମୁଝ ପେ ଭରୋସା ହେ ? ମେନେ କାହା ଖୁଦ୍ ସେ ଭି ଜ୍ୟାଦା। ତୋ ମେରୀ ବାତ୍ ମାନ ଲୋ। ତୁମକୋ ଛୋଡକେ ଯାନା ମୁଝେ ଅଚ୍ଛି ଲଗତି ହେ କ୍ୟା ? ବାବା ଔର ମାମା ମୁଝେ ଡାଉଟ୍ ନା କରେ। ଉନକେ ସାଥ ମେଁ ପେହେଲେ ଜୈସା ଥା ୱେସି ଭରୋସା ଦିଲାନେ କେଲିଏ ତୋ ଯା ରହି ହୁଁ। ଶୁଣୋ ମେରେ ପ୍ୟାରେ ଶ୍ରୀ, ଆଜ ସୋମବାର ହୈ। ମେ ବୃହଷ୍ପତି କେ ଦିନ ଆପକେ ସାମନେ ହୁଁଗୀ। ଔର ହମ ଦୋନୋ ସାଥ ହୋକେ ଭଦ୍ରକ କେ ସାରେ ମଣ୍ଡପ ଘୁମେଁଗେ। ସିର୍ଫ ହମ ଦୋ ହୋଁଗେ ହମାରେ ସାଥ କୋଇ ନହିଁ ହୋଗା। ଔର ବୃହଷ୍ପତି ବାର କେ ଦିନ ତୁମ ଷ୍ଟେସନ ଆ ଜାନା ମୁଝେ ଲେନେ କେଲିଏ।

 

କ୍ୟା ହୁଆ ପ୍ୟାରେ ? ଉଦାସ ମତ୍ ହୋ। ତୁହ୍ମାରି ଆଖୋଁ କି ନମି ମୁଝେ ବରଦାସ୍ତ ନେହିଁ ହୋତି। ଦିଦି ଦିଦି ଟ୍ରେନ୍ ଆ ଗୟା ହେ। ଲୋ ଲୋ ତୁହ୍ମାରୀ କ୍ୟାରୀ ବ୍ୟାଗ୍ ପକଡୋ। ସୁପର୍ଣ୍ଣା ନେ ଜୋର ସେ ଆୱାଜ ଦି ଔର ପାସ୍ ଆ କେ ମୁଝେ ଦେଖ ଲିଆ। ଭୈୟା ଆପ୍ ରୋ ରହେ ଥେ କ୍ୟା ? କ୍ୟୁଁ କିସଲିୟେ ? ଦିଦି ନେ ତୁମକୋ ହର୍ଟ କରନେ ବାଲି କୋଇ ବାତ୍ କେହେ ଦିୟା କ୍ୟା ? ଆରେ ସୁପର୍ଣ୍ଣା ନେହିଁ ନେହିଁ। ତୁହ୍ମାରୀ ଦିଦି ବହତ୍ ଅଚ୍ଛି ହୈ। ୟେସେ ହି ଦୋ ଦିନ ତକ୍ ଉସକୋ ମେରା ନଜର ସେ ଦୂର କର ରହା ହୁଁ ତୋ ଇସଲିୟେ ଆଖୋଁ ମେ ପାନି ଆଗୟା। ଭୈୟା ଆପ ଦିଦି କୋ ଇତନି ଚାହାତି ହୈ ? ଆରେ ଚଲୋନା ଟ୍ରେନ୍ ଆ ଗୟା ହେ। ଚଲୋ ଚଲୋ । ପେହେଲେ ସୁପର୍ଣ୍ଣା ନେ କମ୍ପାର୍ଟମେଣ୍ଟ କୋ ଚଢ ଗୟି। ଉସକେ ବାଦ ପ୍ରଜ୍ଞା କୋ ଉସକୀ କ୍ୟାରି ବ୍ୟାଗ ବଢାତେ ସମୟ ଉସକି ଆଖୋଁ ମେ ନମି ଥି। ହୋଠୋଁ କି କାଁପତେ ମାରେ ବୋଲତି ଥି ପ୍ୟାରେ ତୁମ ମୁଝେ ରୋ କେ ବିଦା କରୋଗି କ୍ୟା। ମେ ଜଲଦି ହି ଲୌଟ୍ ଆଉଁଗୀ। ଫିକର ମତ୍ କରୋ। ତା ପରେ ଟ୍ରେନ୍ ଛୁଟତା ଗୟା ଛୁଟତା ଗୟା ଫିର୍ ଭି ପ୍ରଜ୍ଞା ନେ ମେରେ ନଜର ସେ ଦୂର ହୋନେ ତକ୍ ୱହି କମ୍ପାର୍ଟମେଣ୍ଟ କେ ଡୋର କେ ପାସ୍ ହାତ ହିଲାତା ରହତି ଥି। ମେ ଅକେଲା ଖଡା ଷ୍ଟେସନ ମେ ଉସକୀ ଲୌଟନେ କି ରାହ ଦେଖତି ହୁଇ କଲେଜ ହଷ୍ଟେଲ କୋ ଲୌଟ୍ ଆୟା।

 

ବୃହଷ୍ପତି ବାର କି ଶୁବହ ନଅ ବଜେ ମେରା ଫୋନ କାମ୍ପ ଉଠି। ମେ ଶୁଭା ସେ ପ୍ରଜ୍ଞା କି ଫୋନ କୋ ଇନ୍ତେଜାର କରତା ହୁଆ ଅପନି ବିସ୍ତର ମେ ଲେଟ ରହା ଥା। ହ୍ୟାଲୋ ପ୍ରଜ୍ଞା…..ତୁମ କାହାଁ ପର ହୋ ?

ପ୍ୟାରେ ଆମି ତୁମାକେ ଭାଲୋ ବାସି। ଠିକ୍ ହୈ ଠିକ୍ ହୈ। ପେହଲେ ବୋଲୋ ତୋ ଆପ କୌନ ସା ଷ୍ଟେସନ ହୋ ଗୟି। ପ୍ୟାରେ, ଅଭି ମେ ଜଳେଶ୍ବର ଷ୍ଟେସନ ହୋ ଗୟି ହୁଁ। ଶାଲିମାର ଏକ୍ସପ୍ରେସ ମେ ଆ ରହି ହୁଁ। ତୁମ କ୍ୟା କରତେ ହୋ ? ମୁଝେ ଲେନେ କେଲିଏ ଆଓଗି ନା ? ହାଁ ପ୍ରଜ୍ଞା ତୁମ୍ ଫିକର ମତ୍ କରୋ ମେ ତୁହ୍ମାରୀ ଆନେ ସେ ପେହେଲେ ୱାହାଁ ପର ହୁଁଗା। ତୁମ ଆ ଜାଓ। ପ୍ରଜ୍ଞାର ଫୋନ ପାଇବା ମାତ୍ରେ ଦୁଇଦିନର ବ୍ୟଥା ମୋ ମନରୁ କୁଆଡେ ଲିଭି ଯାଇଥିଲା। ମୁଁ ତୁରନ୍ତ ନିତ୍ୟ କର୍ମ ସାରି ହଷ୍ଟେଲରୁ ଷ୍ଟେସନ ଅଭିମୁଖେ ବାହାରିଲି। ଷ୍ଟେସନରେ ପହଞ୍ଚି ଶାଲିମାର ଏକ୍ସପ୍ରେସକୁ ଅପେକ୍ଷା କଲି। ତୁମେ ଠିକ୍ ଏଗାରଟା ଏକୋଇଶ ମିନିଟରେ ଟ୍ରେନରୁ ଓହ୍ଲେଇଲ। ତୁମ ଆଖିରେ ମୁଁ ଠିକ୍ ବାରି ପାରୁଥିଲି ମୋତେ ପାଇବାର ବ୍ୟାକୁଳତା। ସେ ଟ୍ରେନର ଡୋର ପାଖରେ ଥାଇ ମୋତେ ହାତ ହଲାଉଥାଆନ୍ତି। ଆଉ ମୁଁ ଧିରେ ଧିରେ ତୁମ ଆଡକୁ ଅଗ୍ରସର ହେଉଥାଏ। ତୁମ କ୍ୟାରୀ ବ୍ୟାଗକୁ ତଳକୁ ଓହ୍ଲେଇ ଆଣି ତୁମକୁ ବସିବାକୁ କହି କଫି ସପ ଆଡେ ଚାଲିଗଲି। ଦୁଇଟି କଫି ଆଣି ପ୍ରଜ୍ଞା ପାଖରେ ପହଞ୍ଚି ଗଲି। ପ୍ରଜ୍ଞା ପାନି ହେ ତୁହ୍ମାରୀ ପାଶ୍। ହାଁ ହେ ନା। ଲୋ ପିଓ। ତୁମ ପ୍ୟାସା ଥେ ନା ବୋଲକେ ପ୍ରଜ୍ଞା ଥୋଡା ସ୍ମାଇଲ କି। ଆରେ ୱ ବାତ୍ ନେହିଁ। ଲୋ ତୁମ କଫି ପି ଲୋ। ଦୁଇଜଣ ବସି କଫି ପିଇଲୁ। ପ୍ରଜ୍ଞା କହୁଥାଆନ୍ତି। ପ୍ୟାରେ ଶ୍ରୀ, ଆପ ଦେଖୋ ତୋ ମେ ୱାଦେ ମେ ପକ୍କି ହୁଁ। ଔର ଲଡକି କି ତରହା ୱାଦା କରକେ ଭୁଲ ନେହିଁ ପାତି। ତୁହ୍ମାରେ ଭରସୋ ମେ ମେଁ ଜୀ ରହି ହୁଁ। ଏକ ତୁମ ହି ହୋ ଜିସକୋ ମେରେ ବାବା ମାଆ କେ ବାଦ ପୂଜତି ହୁଁ, ମାନତି ହୁଁ। ମନ ହି ମନ ସବାରତି ହୁଁ। ଆରେ ପ୍ୟାରେ ମେ ତୋ ବାତୋଁ ବାତୋଁ ମେ ତୁମକୋ ସରପ୍ରାଇଜ ଦେନେକି ଭୁଲ ଗୟି ହୁଁ।

ସରପ୍ରାଇଜ ? ମୁଁ ଆଶ୍ଚର୍ଯ୍ୟ ହୋଇ ପ୍ରଜ୍ଞାଙ୍କୁ ଚାହିଁ ଥାଏ। ପ୍ରଜ୍ଞା ହଠାତ ମୋତେ ଆଲିଙ୍ଗନ କରି ପ୍ରୀତିଭରା ଚୁମା ଦେଉଥାଆନ୍ତି। ମୁଁ କହୁଥାଏ ପ୍ରଜ୍ଞା ୟେ କ୍ୟା ହେ,ରୁକୋ କୋଇ ଦେଖଲେଗା। ପ୍ରଜ୍ଞା ବୋଲତେ ଥେ ଆରେ ଦେଖନେ ଦୋ। ମେ ପ୍ୟାର କରତି ହୁଁ ,ଇଜହାର କରତି ହୁଁ। ପ୍ୟାର କରନେ ବାଲି କଭି କିସିକୋ ଡରତେ ନେହିଁ। ଜାଣତେ ହୋ ପ୍ୟାରେ, ମେ ବାବା କୋ ହମାରେ ପ୍ୟାର କେ ବାରେମେ ବତା ଦିଆ। ବାବା ନେ ବୋଲେ ଠିକ୍ ହେ, ମେରୀ ବେଟି କି ଖୁସ ମେ ମେଁ ଭି ଖୁସ୍। ମଗର ପେହେଲେ ତେରି ପଢାଇ ଖତମ ହୋନେ ଦୋ। ଉସକେ ବାଦ ତୁମ ଚାହୋ ତୋ ଶାଦୀ କରୋଗୀ ନେହିଁ ତୋ ନୋକରୀ ଢୁଁଢୋଗି। ଉସକେ ବାଦ୍ ତେରୀ ଶାଦୀ ପକ୍କି। ସଚ୍ଚ୍, ବାବା ନେ ୟୈସା ବୋଲା ?ଆରେ ହାଁ ବାବା ହାଁ। ବାବା ନେ ହମାରେ ପ୍ୟାର କୋ ଗ୍ରୀନ ସିଗନାଲ ଦେ ଦି। ଇସଲିଏ ତୋ ମେ ଖୁସି ସେ ମାରେ ଆପକୋ ଚୁମି ଦେ ଦିୟା। ହଗ୍ କର ଲି। ଠିକ୍ ହେ, ସବ୍ ଉପରବାଲେ କି କୃପା। ଲେକିନ୍ ପ୍ରଜ୍ଞା। ଅଭି ତୋ ବାରହା ବଜ ରହି ହେ। ତୁମ ଫ୍ରେସ୍ ହୋଗୀ ? ହାଁ ଥୋଡା ଫ୍ରେସ୍ ହୋ ଜାଏ ତୋ ଅଚ୍ଛା ରହେଗା। ମେ ଶୋଚତି ହୁଁ ଆଜ ମେ ମେସ ନେହିଁ ଜାଉଁଗୀ। ଆଜ ସାରେ ଦିନ ତୁହ୍ମାରେ ପାଶ୍। ସାରେ ମଣ୍ଡପ ଘୁମେଁଗେ। ତୋ ଠିକ୍ ହୈ ଷ୍ଟେସନ କେ ଆଗେ ହୋଟେଲ ଅଭିନନ୍ଦନ ହୈ। ଚଲୋ ଉହାଁ ଏକ ରୁମ ଲେଲେ। ଉସକି ବାଦ୍ ତୁମ ଫ୍ରେସ୍ ହୋ ଜାଓଗୀ। ଲଞ୍ଚ ଭି ସାଥ କରେଁଗେ। ଥୋଡା ରେଷ୍ଟ ଲେନେ କେ ବାଦ ହମ ଘୁମନେ କେଲିଏ ଜାଏଁଗେ। ହାଁ ୱହି ଠିକ୍ ରହେଗା। ତୋ ଚଲୋ,ଚଲୋନା। ଶୁଣୋନା ପ୍ୟାରେ, ଆଜ ମୁଝେ କୁଚ୍ଛ ଅଲଗ ସା ଫିଲିଙ୍ଗ ହୋ ରହା ହୈ। ହାଁ ତୋ ଠିକ୍ ହେ। ପେହେଲେ ହୋଟେଲ ଚଲୋ। ତା ପରେ ପ୍ରଜ୍ଞା ଆଉ ମୁଁ ଦୁହେଁ ମିଶି ହୋଟେଲ ଅଭିନନ୍ଦନ ଚାଲିଗଲୁ।

 

ଓକେ ପ୍ରଜ୍ଞା ଆପ ଜାଓ ଫ୍ରେସ୍ ହୋ କେ ଆଜାଓ। ହମ ସାଥ ଲଞ୍ଚ କରେଁଗେ। ଅଭି ୱେଟର କୋ ଅର୍ଡର କରଦୁଁ କ୍ୟା ? ନେହିଁ ନେହିଁ ଥୋଡା ଇନ୍ତେଜାର କରୋ। ଇତିନି ଜଲଦି ଭି କ୍ୟା। ଅଭି ଲଞ୍ଚ କା ଟାଇମ ନେହିଁ ହୁଆ ହେ। ମେ ପେହେଲ ଫ୍ରେସ ହୋ କେ ଆଜାଉଁ। ଉସକେ ବାଦ ଅର୍ଡର କରେଁଗେ। ଓକେ ବାବା,ତୁମ ଆଓ। ପ୍ରଜ୍ଞା ଫ୍ରେସ ହେବାକୁ ୱାସ ରୁମ ଯିବା ପରେ ମୁଁ ଟିକେ ଟେଲିଭିଜନ ଆଡେ ଆଖି ପକେଇ ନେଲି। ମେରେ ପ୍ୟାରେ ଶ୍ରୀକାନ୍ତ ଜୀ ଆପକୋ ଫ୍ରେସ ହୋନା ହେ ତୋ ଯାଓ। ଆରେ ନେହିଁ ନେହିଁ ମେ ସବ୍ ପେହେଲ କରଚୁକା ହୁଁ। ତୋ ତୁହ୍ମାରୀ ଖତମ ହୋ ଗୟାନା।

ହାଁ,

ଠିକ୍ ହେ,

ଜାନତେ ହୋ ପ୍ୟାରେ ଶ୍ରୀ ଉସ୍ ଦିନ ତୁହ୍ମାରା ଉଦାସ ଚେହେରା ଔର ଆଖୋଁ କୀ ନମି କେ ବାରେ ମେଁ ସୁପର୍ଣ୍ଣା ନେ ମୁଝେ ବହତ ସାରେ ପ୍ରଶ୍ନ ପୁଛେ।

ସଚ୍ଚ୍ ?

ହାଁ,

ଉସନେ ବୋଲି ଦିଦି ଭୈୟା କୋ ତୁମନେ ୟୈସା କ୍ୟା କେହ ଦିୟା ଜୋ ଉନକୀ ଆଖଁ ଭର ଆୟୀ। ମେନେ ବୋଲି କୁଚ୍ଛ ନେହିଁ ତୋ। ୱ ଥୋଡା ସେଣ୍ଟି ହୋଗୟେ ଥେ।

ମଗର କ୍ୟୁଁ ?

ଆରେ ଛୋଡନା, ତୁ ସମଝ ନେହିଁ ପାଏଗି

ମୁଝେ ଝୁଟ୍ ମତ୍ ବୋଲୋ ଦିଦି। ମେ ସବ୍ ଜାନତି ହୁଁ। ତୁମ ଭୈୟା ସେ ଇଶ୍କ ଲଡା ରହେ ହୋ ନା। ତୁମ ପ୍ୟାର ମେଁ ହୋ ୟେ ମୁଝେ ମାଲୁମ ହୈ। ନେହିଁ ତୁହ୍ମାରୀ ଗମ କେ ମାରେ ୱ କଭି ଭି ନେହିଁ ରୋତେ।

ହାଁ, ମେନେ ଉନକୋ ପ୍ୟାର କିୟା।

ୱ ମେରା ରୋମ ରୋମ ମେ ବୈଠା ହେ। ୱ ମେରା ଦିଲକା ଟୁକୁଡା ବନ ଚୁକେ ହେଁ।

ନସିବ ବାଲୋଁ କୋ ଐସା ପ୍ୟାର ମିଲତି ହେ ଦିଦି। ୱ ଭୈୟା କି ଆଖୋଁ ମେ ମେଁ ପଢ ଚୁକି ହୁଁ। ୱ କିତନା ଲୟାଲ ହେ, କିତନା କେୟାରିଂ ହେ। ୱ ତୁହ୍ମାରୀ ବଗର ରେହ ନେହିଁ ସକତା। ଥୋଡା ସମଝ ଲୋ କିସି ପୁରୁଷ କି ଆଖୋଁ ମେ କୋଇ ଲଡକୀ ପର ଇତନା ଭାବନା ଆଜ ମେ ପେହଲିବାର ଭେୟା କି ଆଖୋଁ ମେ ଦେଖ ଚୁକି ହୁଁ। ଉସେ ଗବାନା ମତ୍। ଉସକୋ ଛୋଡନା ମତ। ୱ ଜିତେଜି ତୁହ୍ମାରୀ ବଗର ମର ଜାଏଁଗେ।

ହାଁ ତୁ ଠିକ୍ ବୋଲତି ହେ। ଶ୍ରୀକାନ୍ତ ବେହତ୍ ଅଚ୍ଛା ହେ ମେରେଲିୟେ। ନସିବ ବାଲୋଁ କୋ ଐସା ଲଡକା ମିଲତା ହେ ଜୋ ମୁଝେ ମିଲି। ମେ ଭି ଉସକେ ବଗର ନେହିଁ ରହ ପାତି ହୁଁ। ଜୀନ୍ଦେଗୀ ମେ କଭି ଶାଦୀ ରଚା ଲୁଁ ତୋ ଉସକୋ ହି ଶାଦୀ କରୁଁଗୀ।

ୱାଓଓଓଓ ଦିଦି ତୁମ ଲକି ହୋ। ଶ୍ରୀକାନ୍ତ ଭୈୟା ଜୈସା ଲଡକା ତୁମକୋ ମିଲ ଗୟି। କାସ୍ ମେରେ ଜିନ୍ଦେଗୀ ମେ ୟୈସା କୋଇ ଅଚ୍ଛା ଲଡକା ଆଜାଏ।

ୟୈ ତୁ ଛୋଟି ହୈ ଛୋଟି ବନକର ରହେ। ମେରୀ ଶ୍ରୀକାନ୍ତ କୀ ଉପର ନଜର ଫେକା ମତ୍ କର। ମେରୀ ଶ୍ରୀକାନ୍ତ ମେରୀ ନାଜ ହେ। ତୁ ଉସକେ ଉପର ଆଖଁ ମତ ଜମା। ନେହିଁ ଦିଦି କଭି ନେହିଁ। ମେଁ ଭୈୟାକୋ ବେହତ ସମ୍ମାନ କରତି ହୁଁ।ୱ ତୁହ୍ମାରୀ ଥି,ତୁହ୍ମାରୀ ହେ ଔର ତୁହ୍ମାରୀ ହି ରହେଙ୍ଗେ।

ଆଚ୍ଛା, ସୁପର୍ଣ୍ଣା ତାହାହେଲେ ତୁମ ସହ ଯିବାବେଳେ ଟ୍ରେନରେ ଏହି ସବୁ କଥା କହିଛି। ହାଁ ୱ ତୁହ୍ମାରା ତାରିଫ୍ କର ରହି ଥି। ଔର ତୁହ୍ମାରା ସଗୁଣ କୋ ଲେକର ଫକର ମେହସୁସ କରତି ଥି। ଆଚ୍ଛା। ତୋ ୟୈ ହୁଇନା ବାତ୍। ଦେଖୋ ୟୈ ଥା ତୁହ୍ମାରା ଦୁସରା ସରପ୍ରାଇଜ୍। ଆଚ୍ଛା ଦେଖୋ ତୋ ଟାଇମ କିତନା ହୁଆ। ଚଲୋ ମେରୀ ପେଟ ମେ ଚୁହା ଦୌଡତା ହେ। ଔର ଜ୍ୟାଦା ନେହିଁ ରେହ ପାଉଁଗୀ। ଭୁକ୍ ଲଗୀ ହୈ। ଅଚ୍ଛା ଠିକ୍ ହେ ମେ ୱେଟର କୋ ବୁଲାତା ହୁଁ ୱ ରୁମ ମେ ଲଞ୍ଚ ଲେକର ଆଜାଏ। ଆଚ୍ଛା ବଢିଆ ହୋଗା। ଉସକୋ ବୋଲୋ ରୁମ ମେ ଲେ ଆଏ।

 

ଓକେ ମେଁ ୱେଟର କୋ ବୋଲଦେତା ହୁଁ। ତୁମ ଭେଜ ଖାଓଗି ଔର ନନଭେଜ ଖାଓଗି ବୋଲୋ ତୋ ଜରା। ତୁମ ଜୋ ଖାଓଗି ମେ ଭି ୱହି ଖାଉଁଗି। ଆରେ ୟୈସେ କେସେ ହୋଗା। ତୁମ ତୋ ଜାନତି ହୋ ମେଁ ପିଓରଲି ଭେଜିଟାରିଆନ ହୁଁ। ତୁମ ତୋ ବେଙ୍ଗଲି ଲଡକୀ ହୋ ନା। ତୁମ କୋ ତୋ ନନଭେଜିଟାରିଆନ ବହତ୍ ପସନ୍ଦ ହୈ। ଥୀ ପ୍ୟାରେ ,ଲେକିନ୍ ଅବ ନେହିଁ। କ୍ୟୁଁ କ୍ୟା ହୁଆ ? ଆପକା ପସନ୍ଦ ମେରୀ ପସନ୍ଦ ବନଚୁକି ହେ ନା। ଆରେ ପ୍ରଜ୍ଞା, ୟୈ କୋଇ ବାତ୍ ହୈ କ୍ୟା ? ଅବତକ୍ ତୋ ହମାରା ଶାଦୀ ନେହିଁ ହୁଆ ହେ ନା। ତୋ କ୍ୟା ହୁଆ। ମନ ସେ ଶାଦୀ ଜ୍ୟାଦା ହୋ ଗୟା କ୍ୟା ? ଜବ୍ ଦୋ ମନ, ଦୋ ଆତ୍ମା,ଦୋ ଭାବନାଏଁ ଏକ ହୋ ତୋ ଶାଦୀ କ୍ୟା ମତଲବ୍ ବୋଲୋ ତୋ ? ଜୋ ତୁହ୍ମାରୀ ଇଚ୍ଛା ହୈ। ୱହି ହୋଗା। ଦୋ ଭେଜ ମିଲ୍ସ ଅର୍ଡର କର ଦୋ। ହ୍ୟାଲୋ, ଦୋ ଭେଜ ମିଲ୍ସ ରୁମ ନଂ ପାଞ୍ଚ କୋ ଭେଜ ଦେନା। ଠିକ୍ ହେ ସାର୍। ଦଶ ମିନିଟ୍ କେ ଅନ୍ଦର ଡେଲିଭରି ହୋ ଜାଏଗା।

 

ଶୁଣୋ ଜବତକ୍ ମେଁ ନା ବୋଲି ତବତକ୍ ମତ୍ ଖାଓ।

କ୍ୟୁଁ କ୍ୟା ହୁଆ,ପ୍ରଜ୍ଞା!

ଥୋଡା ସବର କରୋ ତୋ ବତାତି ହୁଁ। ଦେଖୋ ମେଁ ଅପନି ହାତୋଁ ସେ ଆଜ ଆପକୋ ଖିଲାଉଁଗି। ତୁମ ମୁଝେ ଭି।

 

ଓଃ ତୋ ଐସି ବାତ୍ ହୈ।

ହାଁ, ଠିକ୍ ହେ

ତୋ ପେହଲେ କୌନ ଖିଲାଏଗା ?

ପେହଲେ ମେଁ। ମେଁ ତୁହ୍ମାରୀ ପତ୍ନୀ ହୋନେ କୋ ଜା ରହି ହୁଁ। ତୋ ପେହଲେ ମେଁ। ୟେ ମେରୀ ହକ୍ ହୈ।

 

ତା ପରେ ପ୍ରଜ୍ଞା ତାଙ୍କ ହାତରେ ମୋତେ ଖୁଆଇ ଦେଉଥାଆନ୍ତି। ମୁଁ ତାଙ୍କ ହାତରୁ ଖାଉଥାଏ। କିନ୍ତୁ ମୁଁ ମୋ ବୋଉକୁ ମନେପକାଉଥାଏ। ମୋ ବୋଉର ଜାଗା ହୁଏତ ପ୍ରଜ୍ଞା ନେଇ ନପାରନ୍ତି। ହେଲେ ମୋ ବୋଉ ଭଳି ସ୍ନେହ ମମତା ଦେବାରେ ପ୍ରଜ୍ଞା ଯେ କାର୍ପଣ୍ୟ କରିବେ ନାହିଁ ଏହି କଥା ଭାବି ମୁଁ ଟିକେ ଭାବୁକ ହୋଇ ଅନ୍ୟମନସ୍କ ହେଉଥାଏ। ପ୍ରଜ୍ଞା କହୁଥାଆନ୍ତି —

ପ୍ୟାରେ ତୁମ କୁଚ୍ଛ ଭୁଲ ରହେ ହୋ। ଅବ ତୁହ୍ମାରା ବାରି। କାହାଁ ସେ ଖୋ ଗୟେ ହୋ। ମୁଝେ ଭୁକ୍ ଲଗତି ହେ ନା। ମୁଝେ ଖିଲାଓ ନା।

ହାଁ ହାଁ ଖିଲାତା ହୁଁ କହି ମୁଁ ପ୍ରଜ୍ଞାକୁ ଖୁଆଇବାକୁ ଚେଷ୍ଟା କଲି। ପ୍ରଜ୍ଞା ପଚାରୁଥାଆନ୍ତି।

କ୍ୟା ଶୋଚ ରହେ ଥେ ବୋଲୋ ତୋ ?

ଆରେ କୁଚ୍ଛ ନେହିଁ

କୁଚ୍ଛ ନେହିଁ କ୍ୟା ? କୁଚ୍ଛ ତୋ ହୈ। ମେରୀ କସମ ସଚ୍ଚ ବୋଲୋ।

ଧେତ୍ ତୁମ ଭି ନା। ତୁହ୍ମାରୀ ଖିଲାନେ ସେ ମେରା ବୋଉ କି ୟାଦ ଆତା ଥା। କହିଁ ମେରା ବୋଉ ତୁମକୋ କୈସେ ଆଡଜଷ୍ଟ କରେଁଗେ ?

ଫିକର ମତ୍ କରୋ। ତୁହ୍ମାରୀ ମା ମେରୀ ମା ହେ ନା। ମେଁ ଉନକୋ ବୋଉ କେହକେ ବୁଲାଉଁଗୀ। ମେଁ ସବ୍ ଆଡଜଷ୍ଟ କରଲୁଁଗୀ। ମେଁ ବେଙ୍ଗଲି ଲଡକୀ ହୁଇ ତୋ କ୍ୟା ହୁଆ। ଆଇସ୍ତା ଆଇସ୍ତା ମେଁ ତୁହ୍ମାରୀ କଲଚର ଔର ଟ୍ରାଡିସନ କୋ ସମଝ ଜାଉଁଗୀ। ତୁମ୍ ଦେଖନା ଏକ ସାଲ କେ ଅନ୍ଦର ମେଁ ପକ୍କା ଓଡି଼ଆଣୀ ବନକେ ସବକା ମନ ଭା ଲୁଁଗୀ। ଶୁଣୋ ପ୍ୟାରେ, ତୁମ ହାତ ଧୋ ଲୋ ମେଁ ଆପକା ପ୍ଲେଟ୍ ଉଠାଉଁଗୀ।

ଠିକ୍ ହେ ପ୍ରଜ୍ଞା,ତୁମ ହାତ ଧୋ କର ଥୋଡା ରେଷ୍ଟ ଲୋ। ମେଁ ଥୋଡା ଲେଟ୍ ଜାତା ହୁଁ ଶାମ ପାଞ୍ଚ ବଜେ ହମ ଘୁମନେ ଜାଏଁଗେ।

ତା ପରେ ଆମେ ଦୁହେଁ ସାଙ୍ଗ ହୋଇ ଶୋଇଗଲୁ। ବିବାହ ପୂର୍ବରୁ ଗୋଟିଏ ବିଛଣାରେ ଝିଅ ପୁଅ ଦୁଇଜଣ ସାଙ୍ଗ ହୋଇ ଶୋଇବା ହୁଏତ ଆମ ଓଡି଼ଆ ସଂସ୍କୃତିରେ କ୍ବଚିତ ଦେଖାଯାଏ ଏବଂ ଏହାକୁ ଅସଙ୍ଗତ ବୋଲି ଗ୍ରହଣ କରାଯାଏ। ହେଲେ ଆମ ଦୁଇଜଣଙ୍କ ଭିତରେ ସେତିକି ବୁଝାବଣା ଥିଲା। କଥାରେ ନାହିଁ ଯିଏ ମନଦେଇ ଭଲ ପାଇଥାଏ ତା ମନରେ ବିକାର ଭାବ କେବେ ଆସେନା। ସ୍ବଚ୍ଛ ଭଲ ପାଇବାରେ ଦେହ ଛୁଆଁର ଆକର୍ଷଣ ନଥାଏ। ଶୋଇବା ବେଳେ ପ୍ରଜ୍ଞା ମୋ ସହିତ ଖୁବ୍ ଥଟ୍ଟା ମଜା କରୁଥାଏ। କେତେବେଳେ ମୋ ନାକକୁ ଟାଣି ଦେଉଥାଏ ତ କେତେବେଳେ ମୋତେ ଚିମୁଟି ଦେଇ କହୁଥାଏ ଘୁଞ୍ଚି ଯାଆନ୍ତୁ ମୋତେ ଜାଗା ହେଉନି ପରା। ମୁଁ ଟିକେ ଆଖି ବୁଜି ଶୋଇ ପଡିଲେ ସେ ମୋ ଗାଲକୁ ଚୁମି ଦେଉଥାଏ। ଜାଣିଶୁଣି ସେ ମୋ ନିଦକୁ ଭାଙ୍ଗି ଦେଉଥାଏ। ମୁଁ ମିଛରେ ମିଛରେ ତା ଉପରେ ବିରକ୍ତ ହେଉଥାଏ। ସେ କହୁଥାଏ ମୁଝେ ନିନ୍ଦ ନେହିଁ ଆତି ହେ। ମେଁ ତୁହ୍ମାରା ସିନେ ମେ ଶୋନା ଚାହାତି ହୁଁ। ଠିକ୍ ହେ ଶୋ ଯାଓ। ଦୋ ଘଣ୍ଟେ ମୁଝେ ଶୋନେ ଦୋ। ତୁମ ଭି ଟ୍ରେନ ସେ ଆଇ ହୋ। ଥକୀ ହୁଇ ହୋ। ତୁମ ଭି ଶୋ ଯାଓ।

 

ଏ ପ୍ରଜ୍ଞା ଉଠୋନା,ଦେଖୋ ତୋ ଟାଇମ କିତନା ହୁଆ।

ସାଢେ ଚାର୍ ବଜଗୟେ ପ୍ୟାରେ। ମୁଝେ ଥୋଡା ଔର ଶୋନେ ଦୋ ନା। ତୁହ୍ମାରୀ ସିନେ ମେ ଶୋ କର ମେ ଜନ୍ନତ ଦେଖତି ରହୁଁଗୀ।

ଆରେ ଉଠୋନା ଡେର୍ ହୋ ଜାଏଗା।

ହମ୍ ଫ୍ରେଶ ହୋ କେ ଜାନେ କେଲିଏ ଏକ ଘଣ୍ଟା ଲଗ୍ ଜାଏଗା।

ଉଁ……ତୁମ ଭି ନା ମୁଝେ ଶୋନେ ନହିଁ ଦେତି।

ଉଠୋ ଉଠୋ ଚରମ୍ପା ହାଇସ୍କୁଲ ସେ ଲେକର ପି.ଡବ୍ଲ୍ୟୁ.ଡି ଔର ପଥରକାଲୀ ଘୁମନେ ସେ ଇତିନି ଭିଡ ମେ ରାତ ନ ବଜ୍ ଜାଏଗା।

ପ୍ରଜ୍ଞା ମାଇଁ ଲଭ୍ ଉଠ ଜାଓନା।

ବସ୍ ଇତନି ପ୍ୟାରୀ ଆୱାଜ କେଲିଏ ତୋ ଶୋ ରହି ଥି। ତୁମନେ ପ୍ୟାର ସେ ପୁକାର ଦିୟା ୱହି କାଫି ହେ। ମେଁ ଉଠକେ ଫ୍ରେଶ ହୋତି ହୁଁ।

ଆଚ୍ଛା ବତାଓ ତୋ ସହି ପେହଲେ କାହାଁ ପର ଜାଓଗୀ

ପ୍ୟାରେ ପେହଲେ,ଦୁସରେ,ତିସରେ ନେହିଁ। ତୁମ ଜାହାଁ ଲେକେ ଜାଓଗି ମେ ତୁହ୍ମାରୀ କଦମ ସେ କଦମ ମିଲାକେ ଜାଉଁଗୀ।

ଠିକ୍ ହୈ ପେହେଲେ ଚରମ୍ପା ହାଇସ୍କୁଲ କା ଡେକୋରେସନ ଦେଖେନେ ଜାଏଁଗେ। ଚଲୋ।

ହୋଟେଲରୁ ବାହାରି ଫାଟକ ପାଖକୁ ଆସିବା ବେଳକୁ ଷ୍ଟେସନ ରାସ୍ତା ଲୋକଙ୍କ ଭିଡରେ ଜମି ଆସିଥିଲା। ପ୍ରଜ୍ଞା ଦେଖି ଆଚମ୍ବିତ ହୋଇଗଲା। କହିଲା ମୋ ଏତେବର୍ଷ ଭଦ୍ରକ ରହଣି ଭିତରେ ମୁଁ ଥରେ ହେଲେ କାଳୀପୂଜା ଦେଖିନାହିଁ। ପ୍ରଥମଥର ଦେଖିବାକୁ ମନ କଲି ଯେ ଏଠି ତ ଜନ ସମୁଦ୍ର। ଏତେ ଭିଡରେ କେମିତି ଯିବା ଶ୍ରୀ। ମୁଁ କହିଲି ଚିନ୍ତା କରନି। ମୁଁ ଅଛିନା। ତୁମେ ମୋ ହାତକୁ ଧର। ବାସ୍ ପ୍ରଜ୍ଞା ମୋ ହାତ ଧରି ଭଦ୍ରକର କାଳୀପୂଜା ଦେଖିବାକୁ ହାଇସ୍କୁଲ ଆଡେ ମୁହାଁଇଲୁ। ଆରକ୍ଷି ଅଧୀକ୍ଷକଙ୍କ କଡା ପହରା ଓ ସ୍କାଉଟ୍ ଏବଂ ଏନସିସି ଛାତ୍ରଛାତ୍ରୀଙ୍କ ନିରନ୍ତର ସେବା କିଛି ସେଚ୍ଛାସେବୀ ଅନୁଷ୍ଠାନଙ୍କ ସହାୟତାରେ ଷ୍ଟେସନ ରୋଡର ଭିଡ ଲୋକଙ୍କ ପାଇଁ ଯାତାୟାତରେ ସହଜ ମନେ ହେଉଥିଲା। ଧୀରେ ଧୀରେ ଆମେ ଚରମ୍ପା ବସଷ୍ଟାଣ୍ଡ କାଳୀ ପଡିଆକୁ ଓହ୍ଲେଇଲୁ। ସେଠାରେ ବୁଲାବୁଲି କରି ଓଭରବ୍ରିଜ ତଳ ଦେଇ ହାଇସ୍କୁଲ ଆଡେ ମୁହାଁଇଲୁ। ହାଇସ୍କୁଲର ତ୍ବରଣ ଦେଖି ପ୍ରଜ୍ଞା କହୁଥାଏ,ୱାଓଓଓଓ କିତନି ଅଚ୍ଛି ଡେକୋରେସନ କିୟା ଗୟା ନା। ମୁଁ କହିଲି ହାଁ। ଏଇଠି ଏବଂ ପିଡବ୍ଲ୍ୟୁଡିରେ ଟିକେ ଭଲ ହୁଏ। ସେଠାରେ ଏଣ୍ଟ୍ରାନ୍ସରେ ଗଲାବେଳେ କିଛି ପିଲା କହିଲେ ସାର୍ ଏକସାଥ ନେହିଁ ଯା ସକତି ହୋ ତୁମ। ଲେଡିଜ କୋ ଲେଡିଜ ଲାଇନ ମେ ଜାନା ପଡେଗା। ପ୍ରଜ୍ଞାକୁ ସେଇଠୁ ମୋ ହାତ ଛାଡି ଅଲଗା ଯିବାକୁ ହେଲା। ମୁଁ ଲାଇନରେ ଯାଉଥାଏଁ ସତ କିନ୍ତୁ ମୋ ନଜର ପ୍ରଜ୍ଞା ଉପରେ ଥାଏ।ଯାହାହେଉ ପ୍ରଜ୍ଞା ସେଠିକାର ସାଜସଜ୍ଜା ଓ ଠାକୁର ଦେଖି ବହୁତ ଖୁସି ଥାଆନ୍ତି। କିନ୍ତୁ ଭିଡରେ ତାଙ୍କ ମୁହଁର ମେକ୍ଅପ ସବୁ ଝାଳରେ ବୋହି ଯାଉଥାଏ। ମୋ ପକେଟରୁ ରୁମାଲ କାଢି ତାଙ୍କ ହାତକୁ ବଢେଇ ଦେଲି। ସେ ରୁମାଲରେ ମୁହଁ ଏବଂ କପାଳର ଝାଳ ଥାପିଦେଇ ଗୋଟିଏ କୋଲ୍ଡ ଡ୍ରିଙ୍କ୍ସ ଦୋକାନ ଆଡେ ମୁହାଁଇଲେ। ଗୋଟେ ପାଣିବଟଲ ଓ ଦୁଇଟା ଡ୍ରିଙ୍କ୍ସ ଧରି ଫେରିଲେ। ଦୁଇଜଣ ଟିକେ ପାନୀୟ ପିଇ ଆମେ ହାଇସ୍କୁଲ ଛାଡି ପୁଣି ହୋଟେଲ ପାଖ ଷ୍ଟେସନ କାଳୀ ଆଡେ ମୁହାଁଇଲୁ। ଷ୍ଟେସନ କାଳୀରୁ ପିଡବ୍ଲ୍ୟୁଡି ପର୍ଯ୍ୟନ୍ତ ସେ ଅଣ ଓସାରିଆ ରାସ୍ତାଟା ଖୁବ୍ ଗହଳିଥାଏ। ସେ ଗହଳି ଦେଖି ପ୍ରଜ୍ଞା ଆଖି ଖୋସି ପକେଇଲେ। କହିଲେ ଶ୍ରୀ ପେହେଲେ ଚଲୋନା ୟେ ବ୍ରେକ୍ ଡ୍ୟାନ୍ସ ଦୋଲି ଖେଲେଁଗେ। ମୁଁ ତାଙ୍କୁ ମନା କଲି। କିନ୍ତୁ ତାଙ୍କ ଜିଦ ଆଗରେ ମୁଁ ହାରିଗଲି। ମୋତେ ସେ ଦୋଳି ଖେଳିବାକୁ ଖୁବ୍ ଭୟ ଲାଗେ। ସେ କିନ୍ତୁ ସେ ଦୋଳି ଦେଖି ଖୁବ୍ ଆନନ୍ଦିତ ହେଉଥିଲେ। ଅନନ୍ୟ ଉପାୟ ହୋଇ ଦୁଇଟି ଟିକେଟ୍ କରି ଆଣିଲି। ଦୁଇଜଣ ଗୋଟିଏ ଚେୟାରରେ ବସିଗଲୁ। ମୁଁ ଆଖିବୁଜି ବସିଥାଏ। ସେ କହୁଥାଆନ୍ତି ୟେ କ୍ୟା ହୈ ପ୍ୟାରେ, ତୁମ ଇତିନି ଡରପୋକ୍ ହୋ। ଛୋଡୋ ମୁଝେ ପକଡୋ। ମେ ହୁଁ ନା। ବାସ , ଦୋଳି ଚାଲିବା ମାତ୍ରେ ମୋ ଆଖି ଖୋସି ହୋଇ ଯାଉଥିଲା। ଯେମିତି ଆମ ଦୋଳିରେ ଆଉ କେହି ପିଟି ହେବା ପରି ଲାଗୁଥିଲା। କିନ୍ତୁ ଦୋଳି ତା ବାଟରେ ଚାଲିଥାଏ। ସବୁକିଛି ବାଲାନ୍ସରେ ଥାଏ। ପ୍ରଜ୍ଞା ମୋ ମନରୁ ଭୟ ଦୂର କରିବା ପାଇଁ ସେହି ଦୋଳି ଭିତରେ ୟାକୁ ତାକୁ ଦେଖି ମୋତେ ହସେଇବାକୁ ଚେଷ୍ଟା କରୁଥାଆନ୍ତି। ମୁଁ ଧୀରେଧୀରେ ସ୍ବାଭାବିକ ହେଉଥାଏ। ବାସ୍ କୋଡିଏ ମିନିଟର ଖେଳ ଖତମ ହୋଇଯାଇଥାଏ। ଆମେ ଦୁହେଁ ଦୋଳିରୁ ଓହ୍ଲେଇ ତଳକୁ ଆସିଲୁ। ମୁଁ ଗେଟ୍ ପାଖରେ କିଛି ସମୟ ଗେଟକୁ ଧରି ଠିଆ ହୋଇଗଲି। ପ୍ରଜ୍ଞା କହୁଥାଆନ୍ତି କ୍ୟା ହୁଆ ପ୍ୟାରେ ? ମୁଁ କହିଲି ଥୋଡା ସା ଚକ୍କର ଆ ଗୟା। ପ୍ରଜ୍ଞା ସଙ୍ଗେ ସଙ୍ଗେ ମୋତେ ପାଣି ବୋତଲରୁ ଦୁଇ ଆଞ୍ଜୁଳା ପାଣି ମୋ ମୁହଁକୁ ଛାଟି ଦୁଇ ଢୋକା ପିଇବାକୁ ଦେଲେ। ମୋତେ ଧରି ପାଞ୍ଚ ମିନିଟ୍ ଠିଆ ହେଲେ। ତାପରେ ମୋତେ ଧୀରେ ଧୀରେ ଚଲେଇ ଆଣି ପାଖ ଷ୍ଟେସନର ବ୍ୟାଞ୍ଚରେ ବସେଇ ଦେଲେ। ପ୍ରାୟ ଅଧଘଣ୍ଟା ପରେ ମୋତେ ଟିକେ ଭଲ ଲାଗିଲା। ପ୍ରଜ୍ଞା କହୁଥାଆନ୍ତି। ତୁମ ପେହେଲିବାର ବ୍ରେକଡ୍ୟାନ୍ସ ଖେଲା,ଇସିଲିଏ ଚକ୍କର ଆଗୟା। ମେରେ ପ୍ୟାରେ ତୁମ ଦିଲକି ବହତ କମଜୋର ହୋ। ମୁଁ କହିଲି ହାଁ ମେ ଦିଲକି କମଜୋର ହୁଁ। ଇସିଲିଏ ତୋ ତୁମ ମେରେ ସାଥ ହୋ। ତୁମ ସମଝ ପାୟୀ,ତୁମକୋ ଅଚ୍ଛି ଲଗି, ଦିଲକି କମଜୋର ଆଦମି ସ୍ବଚ୍ଛ ହୋତା ହେ,ସରଲ ହୋତା ହେ,କପଟଶୂନ୍ଯ ହୋତା ହେ। ତୁହ୍ମାରୀ ୱ ନେଚର ମୁଝେ ତୁହ୍ମାରୀ ପାଶ୍ ଖିଚ୍ ଲାୟୀ ହୈ।

ଚଲୋ ଘୁମନେ ଚଲେଁଗେ। ନେହିଁ ନେହିଁ ତୁମ ଔର ଥୋଡା ବୈଠ ରହୋ ନା। ଆରେ ପ୍ରଜ୍ଞା ମେ ଅଭି ଠିକ୍ ହୋ ଗୟା ହୁଁ। ଚଲୋ ଔର ଭି ବହତ ସାରେ ଦେଖନେ କି ହୈ। ଠିକ୍ ହେ ତୁମ କେହତି ହୋ ତୋ ଚଲୋ। ଆମେ ଧୀରେ ଧୀରେ ପିଡବ୍ଲ୍ୟୁଡି ଆଡକୁ ସେହି ଜନଗହଳି ରାସ୍ତାରେ ଆଗେଇଲୁ। ସେଠାକାର ସାମାଜିକ ଚିତ୍ରଣର ପ୍ରତିଚ୍ଛବି ଦେଖି ପ୍ରଜ୍ଞା ଭାବଗମ୍ଭୀର ହୋଇଯାଉଥାଆନ୍ତି। ବାପରେ ବାପ୍ ସୋସିଆଲ ଇନ୍ସିଡେଣ୍ଟ ସବକୋ କିତନି ଅଚ୍ଛି ତରିକେ ସେ ପ୍ରେଜେଣ୍ଟ କିୟା ଗୟା ହେ ନା। ବେହତରନି ଫୋକସ୍ କିୟା ଗୟା ହୈ। ସେଠାରୁ ଫେରି ମୁନ୍ନା ମାରୱାଡି ଦୋକାନକୁ ଗଲୁ। ମୁଁ କହିଲି ପ୍ରଜ୍ଞା କ୍ୟା ଖାଓଗୀ। ୱ ବୋଲେ ଇତନେ ଭିଡ ମେ କ୍ୟା ଖାଏଁଗେ। ତୁମ ତୋ ମିଷ୍ଟି ପ୍ୟାରୀ ହୋ ନା। ଥୋଡା ମିଷ୍ଟି ଖା ଲୋ। ତାଙ୍ଖ ମନଭରି ମିଠା ଖାଇ ପୁଣି ଚାଲିଲୁ ପଥରକାଳୀ ଡେକୋରେସନ ଆଡକୁ। ଆମେ ପଥରକାଳୀ ପାଖରେ ପହଞ୍ଚିଛୁ କି ନାହିଁ। ସେହି ଭିଡ ଭିତରେ ଛୋଟ ଛୁଆଟିଏ ଆସି ପ୍ରଜ୍ଞାର ହାତ ଧରି କହୁଥାଏ। ଦିଦି ଦିଦି ଏହି ଦୀପ ନିଅନ୍ତୁ ମାଆ କାଳୀଙ୍କୁ ଅର୍ପଣ କଲେ ତୁମର ଇଚ୍ଛା ପୂରଣ ହେବ। ପ୍ରଜ୍ଞା କହୁଥାଆନ୍ମି,ଠିକ୍ ହୈ। ବେଟା ୟୈ ଦୀପ କା ଭାଓ କ୍ୟା ହେ। କିତନେ ରୂପେୟୈ କା ? ଦୋ ରୂପେୟା ଦିଦି। ଲୋ ନା, ମୁଁ ପିଲାଟିର ବିକଳପଣକୁ ଲକ୍ଷ କରୁଥାଏ। ପ୍ରଜ୍ଞା କହୁଥାଆନ୍ତି ୱ ଇତନା ଅଚ୍ଛି ନେହିଁ ଲଗତି ଔର ହେ ତୁହ୍ମାରେ ପାଶ୍। ଛୁଆଟି କହୁଥାଏ ହାଁ ହେଁ ନା। ଆଓନା ଦିଦି ଆମର ଦୁକାନ କେ ପାଶ୍। ପ୍ରଜ୍ଞାଙ୍କ ହାତକୁ ଟାଣି ଟାଣି ନେଉଥାଏ ଛୁଆଟି। ଆଉ ମୁଁ ତାଙ୍କ ପଛେ ପଛେ ଚାଲିଥାଏ। ରାସ୍ତାର ଗୋଟିଏ କଡରେ ତଳେ ବସି ସେ ଛୁଆଟିର ବାପା ଦୀପ ରଖି ବିକୁଥାଏ। ଛୁଆଟି ଆମକୁ ସେହି ଦୋକାନ ପାଖକୁ ନେଇଗଲା। ଦେଖ ଦିଦି କେତେ ଦୀପ ଏଇଠି ଅଛି। ଏହା ଭିତରୁ ବାଛିକି ନିଅନ୍ତୁନା। ମୁଁ ଦେଖୁଥାଏ ସେ ଛୁଆଟିକୁ ଆଉ ତାର ବାପାଟିକୁ। ଉଦାସ ଆଖି। ଶୁଖିଲା ମୁହଁ। ବିକଳ ଅବସ୍ଥା। ଯେମିତି ଏ ଦୀବ ସବୁ ବିକ୍ରି ହୋଇଗଲେ ସେ ଘରର ଚୁଲି ଜଳିବ। ମୁଁ ପଚାରିଲି। ଆରେ ହେ ପୁଅ ତୋ ନାଁ କଣ ? ସେ କହିଲା ମୋ ନାଁ ବାବୁ। ଆଚ୍ଛା ତୁ ପାଠ ପଢୁଛୁ। ଆଉକିଛି କହିଲା ନାହିଁ। ଉତ୍ତରଶୂନ୍ୟ ବାପା ଓ କୁନି ପୁଅଟି। ମୁଁ ପୁଣି ପଚାରିଲି ତୁ ସ୍କୁଲ ଯାଉଛୁ କି ନାହିଁ। ସେ ମୁଣ୍ଡ ହଲେଇ ମନା କଲା। ମୁଁ କହିଲି କାହିଁକି ? କୁନି ପୁଅଟି କହିଲା ମୁଁ ସ୍କୁଲ ଯାଏନି ଆଜ୍ଞା। ଆରେ ତୋ ବୟସର ପିଲା ପାଠ ପଢିବା କଥା ତୁ କଣ ମନାକରୁଛୁ,କହୁଛୁ ମୁଁ ସ୍କୁଲ ଯାଏନି। ମୁଁ ତା ବାପାଙ୍କୁ ପଚାରିଲି ଆଚ୍ଛା ମଉସା, ଆପଣଙ୍କ ପୁଅ କଣ ସତରେ ସ୍କୁଲ ଯାଉନି। ବାପା ଜଣକ କହିବା ଆରମ୍ଭ କଲେ। ଭଗବାନ ଚାହିଁଲେ ନାହିଁ ବାବୁ। କେଉଁ ବାପା ନଚାହେଁ ତା ଛୁଆ ମାନେ ପାଠପଢି ଶିକ୍ଷିତ ହୋଇ ନିଜ ପେଟ ପୋଷନ୍ତୁ ବୋଲି। ଭଗବାନ ତ ମୋତେ ପଙ୍ଗୁ କରିଦେଲେ। ଘରର ମେରୁଦଣ୍ଡ ଭାଙ୍ଗିଗଲା। ତା ସାଙ୍ଗକୁ ବୋଝ ଉପରେ ନଳିତା ବିଡା। ତିନିଟା ଝିଅ ପରେ ଏହି ଗୋଟିଏ ପୁଅ। ଝିଅମାନେ ଟିକେ ବଡ ହୋଇଗଲେଣି। ମୁଁ ବାପାଟିଏ। ବଢିଲା ଝିଅକୁ କେମିତି ଆଣି ଏ ରାସ୍ତା କଡରେ ବସେଇବି କୁହନ୍ତୁ ତ ? ଏହି ପୁଅଟି ଅଛି ବୋଲି ଆମେ ବାପ ପୁଅ ଦୁଇଜଣ ଏହି ଦୀପ ବିକି ଯାହା ପାଉଁ ସେଥିରେ ଘର ଚଳେ। ଭଗବାନ ପରା ମୋ ଗୋଡ ଦୁଇଟାକୁ ନେଇଗଲେ। ମୁଁ ତ ଏବେ ଆଶାବାଡିର ସାହାରାରେ ଚାଲୁଛି। ବାପା ଗୋସବାପା ଅମଳର ସେହି ପୁରୁଣା ସାଇକେଲରେ ଏହି ଦୀପ ଟୋକେଇକୁ ଲଦି ଝିଅମାନେ ଭଲକରି ବାନ୍ଧି ଦେଇ ସାଇକେଲରେ ଲୋଡ କରିଦିଅନ୍ତି। ତା ମାଆକୁ ତ ଗର୍ଭରେ ଟ୍ୟୁମୋର ହୋଇଥିଲା ଯେ ତାକୁ ଠିକ୍ ସମୟରେ ଡାକ୍ତର ଦେଖେଇ ପାରିଲି ନାହିଁ ବୋଲି ସେ ଟ୍ୟୁମୋର ଗର୍ଭରେ ଫାଟି କ୍ୟାନସର ହୋଇଗଲା। ସେ ଏବେ ବିଛଣା ଧରିନେଲାଣି। ବଡ଼ ଝିଅଟାକୁ ସପ୍ତମ ଯାଏ ପଢେଇ ଥିଲି। ସେ ଏବେ ଆମକୁ ଆହାର ଯୋଗାଉଛି। ସରକାରୀ ବିକଳାଙ୍ଗ ଭତ୍ତା କେଇଟଙ୍କା ମିଳୁଛି ଯେ ସେ ଛ’ ପ୍ରାଣୀ ପେଟକୁ ନିଅଣ୍ଟ। ସେଥିରେ ତା ମାଆକୁ ଡାକ୍ତର ଦେଖେଇ ପାରୁନି। ଛୁଆଙ୍କୁ ଆଉ ପାଠ ପଢେଇବି କେମିତି କୁହନ୍ତୁ ତ ? ଆଚ୍ଛା ଆପଣଙ୍କ ଗୋଡ କେମିତି କଟିଲା। ମୁଁ ଏହି ଷ୍ଟେସନରେ କୁଲି କାମ କରୁଥିଲି ବାବୁ। ସେଇଠି ମାଲ ଲୋଡ କରୁକରୁ ମୁଣ୍ଡ ଘୁରେଇ ଦେଲା ତଳେ ପଡିଗଲି। ସେହି ସମୟରେ ଆରପଟରୁ ଗୋଟେ ଟ୍ରେନ ଆସୁଥିଲା। ସେହି ଟ୍ରେନ ଚଢିଗଲା ଯେ ଗୋଡ ଦୁଇଟା ଚାଲିଗଲା। ଭଗବାନ ମୋ ଗୋଡ ଦୁଇଟା ନେଇଗଲେ ବରଂ ମୋତେ ନେଇ ଯାଇଥିଲେ ବହୁତ ଭଲ ହୋଇଥାଆନ୍ତା ବାବୁ। ବାପା ହୋଇ ନିଜ ଛୁଆ ମାନଙ୍କୁ ଭଲରେ ଗଣ୍ଡେ ଖାଇବାକୁ ଦେଇ ପାରୁନି କି ଭଲ ଖଣ୍ଡେ ପିନ୍ଧିବାକୁ ଦେଇ ପାରୁନି। ମୁଁ ସିନା ଚକାପାରି ବସିଛି ଲୁଙ୍ଗି ପିନ୍ଧି ଢାଙ୍କି ଦେଇଛି ବୋଲି ମୋତେ କେହି ଦେଖିପାରୁ ନାହାନ୍ତି। ଆପଣ ଏଇ ପଚାରିବାରୁ ମୁଁ କହିଲି। କଣ କରିବି କୁହନ୍ତୁ ତ । ଏଇ ଅବସ୍ଥାରେ ଏଇ କୁନିପୁଅଟି ମୋର ସାହା ଭରସା। ମୁଁ ଅବାକ୍ ନୟନରେ ତାଙ୍କ କଥା ଶୁଣି ଚାଲିଥାଏ। ପ୍ରଜ୍ଞା ମୋ ପାଖରେ ଥାଇ ଏକଲୟରେ ସେ କୁନିପୁଅ ଆଉ ତା ବାପାର ଏ କରୁଣ କାହାଣୀକୁ ଦେଖି ମ୍ରିୟମାଣ ହେଉଥାଏ। ହଠାତ୍ ପ୍ରଜ୍ଞା କହି ଉଠିଲା। ଆପକା ପାଓଁ ଦିଖାଇ ତୋ ଜରା। ମଉସା ଜଣକ ତାଙ୍କ ଲୁଙ୍ଗିକୁ ଉପରକୁ ଟେକିବା ପରେ ଆଣ୍ଠୁ ତଳକୁ ଦୁଇଟିଯାକ ପାଦ କଟାଯାଇଛି। ମୋ ଆଖିରୁ ଠଣ୍ ଠଣ୍ କରି ଲୁହ ଖସି ପଡୁଥାଏ। ପ୍ରଜ୍ଞା ବି ଏସବୁ ଦେଖି ଗଭୀର ଭାବେ କ୍ଷତାକ୍ତ ହେଉଥାଆନ୍ତି। ହଠାତ୍ ପ୍ରଜ୍ଞା ପଚାରି ଦେଲେ ମୋସା ଜୀ ଆପକା ନାମ କ୍ୟା ହୈ ? ଆପକା ଘର କାହାଁ ପର ହୈ ? ମୋ ନାଁ ଫକିର ଚରଣ ନାଥ। ଏଇ ଷ୍ଟେସନ ପଛପାଖ ହନୁମାନ ସାହିରେ ମୋ ଘର। ଆଚ୍ଛା ମୋସା ଜୀ ୟେ ଛୋଟାବାଲା କିତନେ କା ଔର ଏ ବଡା ବାଲା କିତନେ କା ? ଫକିର ବାବୁ କହି ଉଠିଲେ ମାଆରେ ଛୋଟ ଦୀପ ଦୁଇଟଙ୍କା ବିକୁଛୁ ଆଉ ବଡ ଦୀପ ପାଞ୍ଚ ଟଙ୍କା

Mob.: 97774 74796

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!