ଓଡିଶା ଖବର

ମା ପାଇଁ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ ଧର୍ମଗଡ଼ ସ୍ଥାନୀୟ ତା ୧୭/୯/୨୫ସ୍ନାତକ ମହିଳା ମହାବିଦ୍ୟାଲୟ ରେ ମା ପାଇଁ ଗଛଟିଏ କର୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

(AKN NEWS): ମା ପାଇଁ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ ଧର୍ମଗଡ଼ ସ୍ଥାନୀୟ ତା ୧୭/୯/୨୫ସ୍ନାତକ ମହିଳା ମହାବିଦ୍ୟାଲୟ ରେ ମା ପାଇଁ ଗଛଟିଏ କର୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଆଯୋଜିତ ହେଇଥିଲା।3ହିଁ ସଭାରେ ବୃକ୍ଷ ର ମହିମା ଉପରେ ଆଲୋକପାତ କରାଯାଇଥିଲା। ଏହି ସଭାରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି,ଅଧ୍ୟାପକ ସରୋଜ କୁମାର ମେହେର ,ଅଧ୍ୟାପିକା ପଦ୍ମାଳୟା ଦଣ୍ଡଦେନା, ଅଧ୍ୟାପିକା ସୁଜାତା ମହାନ୍ତି , ଅର୍ଚ୍ଚନା ଗୁଛି ,ଲୁସି ଗଉଡ , କୁମୁଦିନୀ, ନାଏକ , ସନ୍ଧ୍ୟା ବାରିକ , ଝରଣା ପ୍ରଧାନ ଲକ୍ଷପତି ନାଏକ,ହିଂମାଶୁ ସାହା ଏବଂ ରଜନୀ ନାଏକ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ପରେ ପରେ ଏକ ରୋଡ ସୋ କରି ଅଞ୍ଚଳର କିଛି ଲୋକଙ୍କ ଘର୍ ଘର ଯାଇ ବୃକ୍ଷ ରୋପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!