ରାଜ୍ୟ ବିଜେପି ଉପସଭାପତି ଙ୍କ କଳମପୁର ଗସ୍ତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

(AKN NEWS): ଓଡିଶା ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା ଙ୍କ ଗତକାଲି ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା କଳମପୁର ଗସ୍ତ କରି ଥିଲେ ଏଥିପାଇଁ କଳମପୁର ବିଜେପି ମହଲରେ ଉତ୍ସାହ ଓଦ୍ଦିପନା ପ୍ରକାଶ ପାଇଥିଲା l କଳମପୁର ବିଜେପି କର୍ମ କର୍ତା ମାନେ କଳମପୁର ନିର୍ମାଲ୍ୟ କ୍ଷେତ୍ର ଶ୍ରୀ ଜଗରନାଥ ମନ୍ଦିର ସଂମ୍ମୁଖରେ ଏକତ୍ରିତ ହୋଇ ଉପସଭାପତି ଶ୍ରୀ ପଣ୍ଡା ଙ୍କୁ ଔପ ଢକନ ଓ ପୁଷ୍ପ ଗୁଚ୍ଛା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ପୂର୍ବକ ମନ୍ଦିର ଭିତର କୁ ପାଛୋଟି ନେଇ ଥିଲେ ସେଠାରେ ଶ୍ରୀ ପଣ୍ଡା ଓ ସ୍ଥାନୀୟ କର୍ମ କର୍ତା ଙ୍କ ସହିତ ସ୍ଥାନୀୟ ଅଂଚଳ ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ l ସେଠାରେ ଶ୍ରୀପଣ୍ଡା ଚୁରାଗାଁ ଅଭିମୁଖେ ଗସ୍ତ କରିଥିଲେ l
ଏଥିରେକଳମପୁର ବ୍ଲକ ଅଧକ୍ଷା ଙ୍କ ପ୍ରତି ନିଧି ଘନଶ୍ୟାମ ନାଏକ. ପୂର୍ବ ତନ ବିଜେପି ବ୍ଲକ ସଭାପତି କମଳବାଗ. ଚେରୁନାଏକ. ମାଂଗେଲାଲ ବାଗ. ଟୁନାପତି. ମୁକୁନ୍ଦ ଟେଣ୍ଡକାରୀ. ମହିଳା ମୂର୍ଚ୍ଚା ସଭାପତି ସୁସ୍ମିତା ବାବୁ. ସୁଶୀଲ ପତି. ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଉପସଭାପତି ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲଷ୍ମୀକାନ୍ତ ବାଗ ସ୍ୱତନ୍ତ୍ର ଅତି ଥିଭାବେ ଯୋଗ ଦେଇଥିଲେ
କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news


