ଓଡିଶା ଖବର
ସମାଜ ସେବୀ କୋକିଳ ମେହେର ପରଳୋକ

(AKN NEWS): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ କନ୍ଧକେଳ ଗାଁ ଗ୍ରାମ ପଞ୍ଚାୟତ ଜଲିଆ ଦର୍ହ ଗ୍ରାମ ସମାଜସେବୀ ଶ୍ରୀ କୋକିଳ ମେହେର ଙ୍କ ବରଗଡ ବିକାଶ ଚିକିତ୍ସାଳୟ ରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇ ଯାଇଛି . ମୃତ୍ଯୁ ସମୟ ରେ ତାଙ୍କୁ ୭୪ ବର୍ଷ ହେଉଥିବା ବେଲେ ସେ ଜଣେ ମିଷ୍ଟା ଭାସୀ ପରୋଉପକାରି ଏବଂ ଜଣେ ବହୁ ପରିଶ୍ରମି ବ୍ଯକ୍ତି ଥିଲେ .ତାଙ୍କ ନିଜ ଗ୍ରାମ ଜଲିଆ ଦର୍ହ ନଦୀରେ ଶେଷକୃତ ସମ୍ପୂର୍ଣ୍ଣ କରାଯାଇ ଥିବା ବେଲେ ତାଙ୍କ ବଡ ପୁଅ ବସନ୍ତ ମେହେର ମୁଖାଗ୍ନି ଦେଇ ଥିଲେ .ଉକ୍ତ କାର୍ଯ୍ୟ ସମୟ ରେ ତାଙ୍କ ଝିଅ ବାସନ୍ତି ମେହେର , ପୁଅ ଶୁଶାନ୍ତ ମେହେର ଓ ଭାଇ ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


