୩୪ ବର୍ଷରେ ଲଛିପୁର ଗଜଳଷ୍ମୀ ପୂଜା*
ନୂଆପଡା,(AKN NEWS)୦୧.୧୧. ନୂଆପଡା ଜିଲ୍ଲା
ଖଡିଆଳ ବ୍ଲକ ଅନ୍ତର୍ଗତ ଲଛିପୁର ଗ୍ରାମ ରେ ଗଜଲକ୍ଷ୍ମୀ ପୂଜା ବହୁ ଆଡମ୍ବର ରେ ପାଳିତ ହେଉଯାଇଅଛି।ଲଛିପୂର୍ ଗଜଲକ୍ଷ୍ମୀ ପୂଜା କୁ ୩୪ ବର୍ଷ ପୂରଣ ହୋଇଥିବା ବେଳେ ଚଳିତ ବର୍ଷ ପୂଜା ରେ ମୁଖ୍ୟ ପୂଜକ ରୂପେ ବିଜୟ ମହାପାତ୍ର , ପ୍ରଚାରକ ରୂପରେ ତରୁଣ ପ୍ରସାଦ ମହାଉତୀ, ସତ୍ୟନାରାୟଣ ମହାଉତୀ ଏବଂ ଦିବ୍ୟ ଲୋଚନ ଦାସ ଦାୟିତ୍ବ ନିର୍ବାହ କରିଥିଲେ। କର୍ତ୍ତା ରୂପେ ସଚିଇଦlନନ୍ଦ ପlତ୍ର ଏବଂ ଧର୍ମପତ୍ନୀ ସ୍ୱତlରlଣି ପlତ୍ର ଦାୟିତ୍ବ ନିର୍ବାହ କରିଥିଲେ। ପାଚକ ରୂପେ ସୁରେନ୍ଦ୍ର ମହାଉତୀ ଏବଂ ସଞ୍ଜୟ ମହାପାତ୍ର ତୁଲାଉଛନ୍ତି l ଗଜଳଷ୍ମୀ ପୂଜା କମିଟିର ସଭାପତି ରୂପେ ସେହଦେବ ମହାପାତ୍ର, ସମ୍ପାଦକ ବିଦୁଭୁସନ୍ ମହାଉତୀ ସହ ପୂଜା ରେ ଗ୍ରାମ ର ଯୁବ ଗୋଷ୍ଠୀ ସୁଭେନ୍ଦୁ ମହାଉତୀ, ସ୍ବାଗତ ମହାଉତୀ,ବିଭୁ ମହାଉତୀ,ସୁନିଲ ମହାଉତୀ, ସମୀର ମହାଉତୀ, ପୂଜା କାର୍ଯ୍ୟ ରେ ମୁଖ୍ୟ ଦାୟିତ୍ୱ ତୁଲାଉଛନ୍ତି, ପ୍ରତ୍ୟେକ ଦିନ ସନ୍ଧ୍ୟା ର ସାଂସ୍କୃତିକ କର୍ଯ୍ୟ କ୍ରମ ଗୁଡ଼ିକ ହେଉଅଛି, ପୂଜା ପାଞ୍ଚ ଦିନ ବ୍ୟାପୀ ହେବ, ସନ୍ଧ୍ୟା ଆଳତି ର ଅଞ୍ଚଳ ର ସମସ୍ତ ଭକ୍ତ ସମାଗମ ହେଉଛି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ AKN NEWS
