ଓଡିଶା ଖବର

୩.୬୯ ଲକ୍ଷ ଜବତ କଲା ଜୋଙ୍କ ପୋଳିସ

୩.୬୯ ଲକ୍ଷ ଜବତ କଲା ଜୋଙ୍କ ପୋଳିସ

ନୂଆପଡ଼ା ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି ଚାଲିଛି। ଆଜି ସୀମାନ୍ତରେ ଯାଞ୍ଚ ବେଳେ ଜୋଙ୍କ ପୁଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି। ଏହି ଟଙ୍କା ନୂଆପଡ଼ା ଅଞ୍ଚଳରୁ ରାୟପୁରକୁ ଯାଉଥିବା ଜଣାପଡ଼ିଛି। ତେବେ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିବାରୁ ନଗଦ ଟଙ୍କା ଜବତ ହୋଇଛି। ଆଗାମୀ ଦିନରେ କାଗଜପତ୍ର ଦାଖଲ କଲେ ଟଙ୍କା ଫେରସ୍ତ କରା‌ଯିବ ବୋଲି ଆଇଆଇସି ଗୁରୁଦେବ କର୍ମୀ ପ୍ରକାଶ କରିଛନ୍ତି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!