ଜିଲ୍ଲା
Trending

କାଟିଙ୍ଗପାଣି ଗ୍ରାମର ଗୋଧାସ ପଡା ୭ ବର୍ଷ ର ଶିଶୁ ଙ୍କୁ କଲରା ପତରିଆ ବାଘ ଝାମ୍ପି ନେଲା, ଗ୍ରାମବାସୀ ମୃତ ଦେହ କୁ ଉଦ୍ଧାର

ନୂଆପଡା,(AKN NEWS)୩୦.୧୦: ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଟିଙ୍ଗପାଣି ଗ୍ରାମର ଗୋଧାସପଡା ୭ ବର୍ଷ ର ଶିଶୁ ଙ୍କୁ କଲରା ପତରିଆ ବାଘ ଝାମ୍ପି ନେଇଥିବା ବେଳେ ଗ୍ରାମବାସୀ ମାନେ ଶିଶୁ ମୃତ ଦେହ କୁ ଉଦ୍ଧାର କରିଛନ୍ତି। ଘଟଣା ସ୍ଥଳରେ ବନ୍ୟ ପ୍ରାଣୀ ବିଭାଗ ପହଞ୍ଚି ତଦନ୍ତ କରୁଥିବା ବେଳେ ଗ୍ରାମରେ ବାଘର ଆତଙ୍କ ଖେଳି ଯାଉଅଛି। ମୃତ ଶିଶୁ ଡମ୍ବରୁଧର ଧାରୁଆ ବୋଲି ଜଣାପଡିଅଛି। ଶବକୁ ନୂଆପଡ଼ା ନେଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିବେ। ସୁନାବେଡ଼ା ଅଭାୟାରଣ୍ୟରୁ କଲରା ପତରିଆ ବାଘ ଝାମ୍ପି ନେବା ଘଟଣା ନେଇ ଅଭୟାରଣ୍ୟ ରେ ଆତଙ୍କ ଲାଗି ରହିଅଛି। ଶିଶୁ ଗ୍ରାମ ରେ ଖେଳୁ ଥିବା ବେଳେ କଲରା ପତରିଆ ବାଘ ଝାମ୍ପି ନେଇଥିବା ଜଣାପଡ଼ିଛି। ଶିଶୁ ର ମୁଁହ, ମୁଣ୍ଡ ଏବଂ ଡାହାଣ ହାତ ସହ ବେକ ମୁଁହ ଠାରେ ଏକା ଧିକ ସ୍ଥାନ ରେ କ୍ଷତ ଥିବା ଦେଖାଯାଉଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!